ବିବାଦରେ ଶ୍ରୀମନ୍ଦିର ପ୍ରଶାସନର କୋଠା, ପ୍ରଶ୍ନ ଉଠାଇଲା ଏନଏମ୍‌ଏ!

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିଦିନ ନୂଆନୂଆ ବିବାଦ ସୃଷ୍ଟି ହେବାରେ ଲାଗିଛି। ପୂର୍ବରୁ ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାମକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ଏବେ ଖୋଦ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା କାମକୁ ନେଇ କେଁ ସୃଷ୍ଟି ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ଓ ନୂଆ ପ୍ରସ୍ତାବ ପଠାଇବାକୁ ଗଲା ସେପ୍ଟେମ୍ବର ମାସରୁ ଏନ୍ଏମ୍ଏ ଚିଠି ଲେଖିଥିଲା। ନିର୍ମାଣ ପାଇଁ ଅନୁମତି ନଥିଲେ ମଧ୍ୟ ଯୁଦ୍ଧକାଳିନ ଭିତ୍ତିରେ ଏହାର ନିର୍ମାଣ […]

shree-mandira

shree-mandira

Hemant Lenka
  • Published: Sunday, 15 May 2022
  • Updated: 16 May 2022, 01:08 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିଦିନ ନୂଆନୂଆ ବିବାଦ ସୃଷ୍ଟି ହେବାରେ ଲାଗିଛି। ପୂର୍ବରୁ ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାମକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ଏବେ ଖୋଦ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା କାମକୁ ନେଇ କେଁ ସୃଷ୍ଟି ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ଓ ନୂଆ ପ୍ରସ୍ତାବ ପଠାଇବାକୁ ଗଲା ସେପ୍ଟେମ୍ବର ମାସରୁ ଏନ୍ଏମ୍ଏ ଚିଠି ଲେଖିଥିଲା। ନିର୍ମାଣ ପାଇଁ ଅନୁମତି ନଥିଲେ ମଧ୍ୟ ଯୁଦ୍ଧକାଳିନ ଭିତ୍ତିରେ ଏହାର ନିର୍ମାଣ ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏନ୍ଏମ୍ଏ ପୁଣି ଥରେ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ତାଗିଦ କରିଛି। ଏଥିସହ ନିର୍ମାଣ ପାଇଁ ପୁଣି ପ୍ରସ୍ତାବ ମାଗିଥିବାରୁ ସରକାରଙ୍କ ଅଡୁଆ ବଢ଼ିଛି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀନଅର ସମ୍ମୁଖରେ ଯୁଦ୍ଧକାଳିନୀ ଭିତ୍ତିରେ ଚାଲିଛି ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରାଶାସନିକ କୋଠାର ନିର୍ମାଣ କାମ। ଫାଉଣ୍ଡେସନ୍ ପଡ଼ିସାରିଲାଣି ଓ ପିଲାର କାମ ଦ୍ରୁତଗତିରେ ଆଗକୁ ମାଡ଼ି ଚାଲିଛି। କିନ୍ତୁ ନିୟନ୍ତ୍ରଣ ଅଞ୍ଚଳରେ ନିର୍ମାଣାଧୀନ କୋଠାକୁ ନେଇ ନୂଆ ବିବାଦ ଦେଖାଯାଇଛି। ନୂଆ ବିବାଦ ପୂର୍ବରୁ ଗତବର୍ଷ ସେମ୍ବେର ୪ ତାରିଖରେ ନିର୍ମାଣ ପାଇଁ ସ୍ୱତନ୍ତ୍ର ଓ ନୂଆ ପ୍ରସ୍ତାବ ପଠାଇବାକୁ ନ୍ୟାଶନାଲ ମନ୍ୟୁମେଣ୍ଟ ଅଥରିଟି ବା ଏନ୍ଏମ୍ଏ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲା। ଏହି ଚିଠି ସତ୍ତ୍ୱେ ବି ନିର୍ମାଣ କାମ ଜାରି ରହିଛି। ଏଥିପାଇଁ ଏନ୍ଏମ୍ଏ ପୁଣି ସରକାରଙ୍କୁ ତାଗିଦ କରିଥିବା ଜଣାପଡ଼ିଛି।

ଏନ୍ଏମ୍ଏ କୁଆଡ଼େ ସ୍ପଷ୍ଟ କରିଛି ଯେ ନିର୍ମାଣ କାମ ପାଇଁ ନୂଆ ପ୍ରସ୍ତାବ ଦିଆଯାଉ। ୧୪.୧୫ ମିଟର ଉଚ୍ଚତା ବିଶିଷ୍ଟ କୋଠା ନକରି ଏହାକୁ ୧୦ ମିଟର ତଳେ ସୀମିତ ରଖାଯାଉ, ଯାହା ଦ୍ୱାରା କି ମେଘନାଦ ପାଚେରୀ ସ୍ପଷ୍ଟ ଦୃଶ୍ୟମାନ ହେବ। ସେପଟେ ଡିପିଆର ଓ ଇମ୍ପା ଆସେସମେଣ୍ଟ ବିନା କିଭଳି କାମ ଚାଲିଛି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନିଷ୍ପତ୍ତିକୁ ନେଇ ବି ବିବାଦ ସୃଷ୍ଟି ହୋଇଛି। ଅଭ୍ୟର୍ଥନା କକ୍ଷ ପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ପଡ଼ୁଛି। ତେଣୁ ଏଥିପାଇଁ ଜମି ମିଳିବ କି ନାହିଁ, ତା’କୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଲାଣି।

ପୁରୀର ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, “ଜିଲ୍ଲା ପ୍ରଶାସନ କୌଣସି ପ୍ରକାରର ଇମ୍ପାକ୍ଟ ଆସେସମେଣ୍ଟ ରିପୋର୍ଟ କିମ୍ବା ଜିପିଆରଏସ୍‌ କରିନାହିଁ। କିନ୍ତୁ ସେମାନେ ବିଲଡିଂର ନିର୍ମାଣ କାମ ଆରମ୍ଭ କରି ଦେଇଛନ୍ତି। ବିଜେପି ସାଂସଦ ପିନାକୀ ମିଶ୍ର ଯେଉଁ ଏନଓସି ଦେଖାଇ ନିଜକୁ ଓ ରାଜ୍ୟ ସରକାରଙ୍କୁ ପୂରା ବିବାଦରେ କ୍ଲିନଚିଟ୍‌ ଦେବାକୁ ଚେଷ୍ଟା କରୁଛନ୍ତି, ସେଥିରେ ସତ୍ୟତା ନାହିଁ। ସେ ଦେଖାଉଥିବା କାଗଜରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ଶ୍ରୀମନ୍ଦିରର ରେଗୁଲେଟେଡ ଜୋନ୍‌ ମଧ୍ୟରେ କୌଈସି ନିର୍ମାଣ କାମ କରିବାକୁ ହେଲେ ପ୍ରଥମେ ଏଏସ୍‌ଆଇ ଡିଜିଙ୍କ ଅନୁମତି ଆଣିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story