କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ଅସହଯୋଗର ଚେତାବନୀ ଦେଲା ଓଏଏସ୍ ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁଙ୍କ ଆଚରଣକୁ ନିନ୍ଦା କରିବା ସହ କଳାବ୍ୟାଜ୍ ପିନ୍ଧି ଓଡ଼ିଶା ପ୍ରଶାସନିକ ସେବା ସଂଘ(ଓଏଏସ) ପ୍ରତିବାଦ ଜଣାଇଛି। ଏହାସହିତ ଭବିଷ୍ୟତରେ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ କରାଯିବ ନାହିଁ ବୋଲି ଓଏଏସ୍ ସଂଘ ଚେତାବନୀ ଦେଇଛି। ଓଏଏସ ସଂଘ ପକ୍ଷରୁ ଆଜି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା ଓ କଳା ବ୍ୟାଜ୍ ପିନ୍ଧି ସମସ୍ତେ ପ୍ରତିବାଦ କରିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ରମନ୍ତ୍ରୀଙ୍କ ଆଚରଣକୁ ନିନ୍ଦା କରି […]

BJP

BJP

Ordigital Desk
  • Published: Tuesday, 12 October 2021
  • Updated: 12 October 2021, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁଙ୍କ ଆଚରଣକୁ ନିନ୍ଦା କରିବା ସହ କଳାବ୍ୟାଜ୍ ପିନ୍ଧି ଓଡ଼ିଶା ପ୍ରଶାସନିକ ସେବା ସଂଘ(ଓଏଏସ) ପ୍ରତିବାଦ ଜଣାଇଛି। ଏହାସହିତ ଭବିଷ୍ୟତରେ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ କରାଯିବ ନାହିଁ ବୋଲି ଓଏଏସ୍ ସଂଘ ଚେତାବନୀ ଦେଇଛି।

ଓଏଏସ ସଂଘ ପକ୍ଷରୁ ଆଜି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା ଓ କଳା ବ୍ୟାଜ୍ ପିନ୍ଧି ସମସ୍ତେ ପ୍ରତିବାଦ କରିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ରମନ୍ତ୍ରୀଙ୍କ ଆଚରଣକୁ ନିନ୍ଦା କରି ଏକ ସର୍ବସମ୍ମତ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୟୂରଭଞ୍ଜ ଓଏଏସ୍ ସଂଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ଅକ୍ଟୋବର ୯ତାରିଖରେ ଆମର ଏଡିଏମକୁ ଦୁର୍ବ୍ୟବହାର କରିବା ବିରୁଦ୍ଧରେ ପ୍ରତିବାଦ ଜଣାଉଛୁ। କେନ୍ଦ୍ରମନ୍ତ୍ରୀ ମଧ୍ୟ ବିନା କାରଣରେ ଜିଲ୍ଲାପାଳଙ୍କୁ ଖରାପ ଆଚରଣ କରିବାକୁ ପଛାଇ ନାହାନ୍ତି। କେନ୍ଦ୍ରମନ୍ତ୍ରୀ ଯେଭଳି ଭାଷା ପ୍ରୟୋଗ କରିଛନ୍ତି ତାକୁ ଦୃଢ଼ ଭାବେ ନିନ୍ଦା କରୁଛ।

ସେହିପରି ଓଏଏସ ସଂଘ ସଭାପତି ସରୋଜ ସାମଲ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଅଶାଳୀନ ଆଚରଣ ସମ୍ପର୍କରେ ଅବଗତ କରାଯିବ। ମନ୍ତ୍ରୀଙ୍କ ଆଚରଣକୁ ଓଏଏସ ସଂଘ ନିନ୍ଦା କରିବା ସହ ଭବିଷ୍ୟତରେ ତାଙ୍କର କାର୍ଯ୍ୟକ୍ରମକୁ ବର୍ଜନ କରାଯିବ।

ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡ଼ୁ ଗତ କିଛିଦିନ ତଳେ ଚମ୍ପୁଆ ଉପଜିଲ୍ଲାପାଳ ଓ ଜଣେ ଯନ୍ତ୍ରୀ, ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ କୁଚିଣ୍ଡାରେ ସମୀକ୍ଷା ବୈଠକରେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଅଶାଳୀନ ଭାଷା ପ୍ରୟୋଗ କରିଥିଲେ, ଯାହାକୁ ବିରୋଧ କରି ଓଏଏସ୍ ସଂଘ ଏଭଳି ପ୍ରତିବାଦ ଜଣାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story