କୋଣାର୍କ ଏକ୍ସପ୍ରେସ୍‌ରେ ଓଡ଼ିଆ ଯୁବତୀଙ୍କୁ ଟଣାଓଟରା

Ordigital Desk
  • Published: Monday, 29 January 2018
  • , Updated: 29 January 2018, 12:40 PM IST
<p>ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସ୍&zwnj;ରେ ଭୁବନେଶ୍ୱରରୁ ମୁମ୍ବାଇ ଯିବାବେଳେ ଜଣେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଦୁର୍ବୃତ୍ତ ଥାନେ ଷ୍ଟେସନ ନିକଟରେ ଯୁବତୀଙ୍କୁ ଟଣାଓଟରା କରିଥିବା ସୂଚନା ମିଳିଛି। ଏହି ସମୟରେ ଯୁବତୀ ଜଣଙ୍କ ଚିତ୍କାର କରିବାରୁ ଦୁର୍ବୃତ୍ତ ଟ୍ରେନରୁ ଡେଇଁ ଫେରାର ହୋଇଯାଇଥିଲା।&nbsp; ପରେ ଯୁବତୀ ମୁମ୍ବାଇ ପୋଲିସକୁ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ।&nbsp; ମୁମ୍ବାଇ ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଥାନେ ଜିଆରପିକୁ ତଦନ୍ତ ଦାୟିତ୍ୱ ଦେଇଛି।</p>

Related story