କୋରିଆରେ ଧମାଲ୍‌ କରୁଛନ୍ତି ଓଡ଼ିଆ ଝିଅ, ଫାଇନାଲ୍‌ରେ ବ୍ରାଜିଲକୁ ଦେବେ ଟକ୍କର

ଝାରସୁଗୁଡ଼ା(ଭାଗୀରଥି ସାହୁ): ଦକ୍ଷିଣ କୋରିଆରେ ଧମାଲ୍‌ କରୁଛନ୍ତି ଓଡ଼ିଆ ଝିଅ ଶ୍ରେୟା ଲେଙ୍କା। କେ-ପପ୍‌ର ଷ୍ଟେପ୍‌ରେ ନାଚି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଆଉ ଦେଶବିଦେଶର ୪୦୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲ୍‌ରେ ନିଜର ସ୍ଥାନ ପକ୍କା କରିଛନ୍ତି। ଏବେ ସେ ଦକ୍ଷିଣ କୋରିଆରେ ତାଲିମ୍‌ ନେଉଛନ୍ତି। ୬ ମାସର ତାଲିମ୍‌ ପରେ ଫାଇନାଲ୍‌ରେ ସେ ବ୍ରାଜିଲ ପ୍ରତିଯୋଗୀଙ୍କୁ କଡ଼ା ଟକ୍କର ଦେବେ। ଶ୍ରେୟା ଲେଙ୍କାଙ୍କ ଘର ହେଉଛି ଝାରସୁଗୁଡା ସହର ବମ୍ବେ ଛକରେ। ସେ ହେଉଛନ୍ତି […]

Sriya Lenka

Sriya Lenka

Manoranjan Sial
  • Published: Monday, 31 January 2022
  • Updated: 31 January 2022, 07:51 PM IST

Sports

Latest News

ଝାରସୁଗୁଡ଼ା(ଭାଗୀରଥି ସାହୁ): ଦକ୍ଷିଣ କୋରିଆରେ ଧମାଲ୍‌ କରୁଛନ୍ତି ଓଡ଼ିଆ ଝିଅ ଶ୍ରେୟା ଲେଙ୍କା। କେ-ପପ୍‌ର ଷ୍ଟେପ୍‌ରେ ନାଚି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଆଉ ଦେଶବିଦେଶର ୪୦୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲ୍‌ରେ ନିଜର ସ୍ଥାନ ପକ୍କା କରିଛନ୍ତି। ଏବେ ସେ ଦକ୍ଷିଣ କୋରିଆରେ ତାଲିମ୍‌ ନେଉଛନ୍ତି। ୬ ମାସର ତାଲିମ୍‌ ପରେ ଫାଇନାଲ୍‌ରେ ସେ ବ୍ରାଜିଲ ପ୍ରତିଯୋଗୀଙ୍କୁ କଡ଼ା ଟକ୍କର ଦେବେ।

ଶ୍ରେୟା ଲେଙ୍କାଙ୍କ ଘର ହେଉଛି ଝାରସୁଗୁଡା ସହର ବମ୍ବେ ଛକରେ। ସେ ହେଉଛନ୍ତି ପରିବାରରେ ବଡ଼ଝିଅ। ଗତ କୋଭିଡ୍‌ ସମୟରେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଥିଲେ। ଏହି ସମୟରେ ସେ ୟୁଟ୍ୟୁବ୍‌ରୁ ଦକ୍ଷିଣ କୋରିଆର ବିଶ୍ଵ ସ୍ତରୀୟ କେ-ପପ୍‌ ଅଡିସନ୍‌ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହା ପରେ ସେ ବ୍ଲାକ୍ ସ୍ୱାନ୍ ଗ୍ରୁପ୍‌ର ସଦସ୍ୟ ଭାବେ ଚୟନ ହେବା ପାଇଁ କେ-ପପ୍‌ରେ ଭାଗ ନେବାକୁ ଆବେଦନ କରିଥିଲେ।

କେ-ପପ୍‌ରେ ଭାଗ ନେବା ପାଇଁ ବିଭିନ୍ନ ଦେଶରୁ ୪ ହଜାର ପ୍ରତିଯୋଗୀ ଅଡିସନ୍‌ ଦେଇଥିଲେ। ଅନ୍‌ଲାଇନ୍‌ ମୋଡ୍‌ରେ ହୋଇଥିବା ପ୍ରକ୍ରିୟାରେ ଦ୍ୱିତୀୟ ପର୍ଯ୍ୟାୟକୁ ୨୩ ଜଣଙ୍କୁ ଚୟନ କରାଯାଇଥିଲା। ସେମାନଙ୍କ ଭିତରୁ ୪ ଜଣ ପ୍ରତିଯୋଗୀଙ୍କୁ ଦକ୍ଷିଣ କୋରିଆ ଡକାଯାଇଥିଲା। ମାତ୍ର ଦୁଇ ଦେଶ ସେମାନଙ୍କ ପ୍ରତିଯୋଗୀଙ୍କୁ ଛାଡ଼ିବା ପାଇଁ ଅନୁମତି ଦେଇନଥିଲେ। ଯେଉଁଥିପାଇଁ ଫାଇନାଲ୍‌ ରାଉଣ୍ଡରେ ଭାଗ ନେବାକୁ ଦୁଇ ଜଣ ଦକ୍ଷିଣ କୋରିଆ ଯାଇଥିଲେ।

ଫାଇନାଲ୍‌ ରାଉଣ୍ଡ ପାଇଁ ଚୟନ ହୋଇଥିବା ଦୁଇ ଜଣଙ୍କ ଭିତରେ ଅଛନ୍ତି ଝାରସୁଗୁଡ଼ାର ଝିଅ ଶ୍ରେୟା ଲେଙ୍କା ଓ ବ୍ରାଜିଲର ଗ୍ରାବିଏଲା ଡାଲସିନ୍‌। ମାସେ ଧରି ଏହି ଦୁଇ ଜଣଙ୍କୁ କୋରିଆ ଭାଷାରେ କେ-ପପ୍‌ ତାଲିମ ଦିଆଯାଉଛି।

ଗତ ଡିସେମ୍ବର ଠାରୁ ସେ ଦକ୍ଷିଣ କୋରିଆରେ ରହି ତାଲିମ ନେବା ଆରମ୍ଭ କରିଛନ୍ତି। ୬ ମାସ ତାଲିମ ଅବଧି ରହିଛି। ତେବେ ଉଭୟେ ଫାଇନାଲରେ ପରସ୍ପରକୁ ଭେଟିବେ। ସେମାନଙ୍କ ମଧ୍ୟରୁ ବିଜେତା ଯିଏ ହେବେ, ସେ ବ୍ଲାକ ସ୍ୱାନର ସଦସ୍ୟା ରୂପେ ମନୋନୀତ ହେବେ।

ସୂଚନାଯୋଗ୍ୟ, ଝାରସୁଗୁଡ଼ାର ଯୁକ୍ତ ଦୁଇ ଛାତ୍ରୀ ହେଉଛନ୍ତି ଶ୍ରେୟା। ଛୋଟ ବେଳୁ ହିଁ ଡ୍ୟାନ୍ସ ଓ ମ୍ୟୁଜିକ୍ ପ୍ରତି ରୁଚି ରଖି ସେ ଅନେକ ଜାତୀୟ ସ୍ତରର ପ୍ରତିଯୋଗିତାରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story