“ଝିଅମାନଙ୍କୁ ଟ୍ରେନରେ ଚଢ଼ିବାକୁ ଅନୁମତି ଦେଲେ, ଆସିପାରିଲେନି ଓଡ଼ିଶାର ପୁଅ”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳୁଛି ୟୁକ୍ରେନ୍‌। ପ୍ରାୟତଃ ଛାରଖାର ହୋଇଗଲାଣି ସବୁ ସହର। କ୍ୟାପିଟାଲ୍‌ କିଭ୍‌ ଦଖଲ କରିବାକୁ ଲାଗି ପଡ଼ିଛନ୍ତି ରୁଷ୍‌ ସେନା। ଆଉ ଜବାବ ଦେଉଛନ୍ତି ୟୁକ୍ରେନ୍‌ ସେନା। ଘମାଘୋଟ୍‌ ଲଢ଼େଇ ଭିତରେ ଖାର୍‌କିଭ୍‌ ଛାଡ଼ିବାକୁ ଭାରତୀୟଙ୍କୁ ଆସିଛି ନିର୍ଦ୍ଦେଶ। ଏହା ପରେ ସେଠାରେ ଭୟର ବାତାବରଣ ଖେଳି ଯାଇଛି। ଖାରକିଭ୍‌ର ଲୋମ ଟାଙ୍କୁରା ଦୃଶ୍ୟ ବୟାନ କରିଛନ୍ତି ଓଡ଼ିଶାର ଡାକ୍ତରୀ ଛାତ୍ରୀ ବର୍ଷା। ବର୍ଷା କହିଛନ୍ତି, ହଙ୍ଗେରୀ ଦେଇ ଆସିବା ପାଇଁ ଆମକୁ […]

kharkiv-railway-station

kharkiv-railway-station

Manoranjan Sial
  • Published: Wednesday, 02 March 2022
  • Updated: 02 March 2022, 08:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳୁଛି ୟୁକ୍ରେନ୍‌। ପ୍ରାୟତଃ ଛାରଖାର ହୋଇଗଲାଣି ସବୁ ସହର। କ୍ୟାପିଟାଲ୍‌ କିଭ୍‌ ଦଖଲ କରିବାକୁ ଲାଗି ପଡ଼ିଛନ୍ତି ରୁଷ୍‌ ସେନା। ଆଉ ଜବାବ ଦେଉଛନ୍ତି ୟୁକ୍ରେନ୍‌ ସେନା। ଘମାଘୋଟ୍‌ ଲଢ଼େଇ ଭିତରେ ଖାର୍‌କିଭ୍‌ ଛାଡ଼ିବାକୁ ଭାରତୀୟଙ୍କୁ ଆସିଛି ନିର୍ଦ୍ଦେଶ। ଏହା ପରେ ସେଠାରେ ଭୟର ବାତାବରଣ ଖେଳି ଯାଇଛି। ଖାରକିଭ୍‌ର ଲୋମ ଟାଙ୍କୁରା ଦୃଶ୍ୟ ବୟାନ କରିଛନ୍ତି ଓଡ଼ିଶାର ଡାକ୍ତରୀ ଛାତ୍ରୀ ବର୍ଷା।

ବର୍ଷା କହିଛନ୍ତି, ହଙ୍ଗେରୀ ଦେଇ ଆସିବା ପାଇଁ ଆମକୁ ଖାରକିଭ୍‌ ଷ୍ଟେସନ ନିଆଯାଇଥିଲା। ରେଳ ଷ୍ଟେସନଠାରୁ ଅଳ୍ପ ଦୂରରେ ପ୍ରବଳ ବୋମା ମାଡ଼ ହେଉଥିଲା। ଆଉ ଷ୍ଟେସନରେ ମଧ୍ୟ ଅସମ୍ଭବ ଭିଡ଼ ହୋଇଥିଲା। ସମସ୍ତେ ଫେରିବାକୁ ଚାହୁଁଥିଲୁ। ସେଠାରେ କେବଳ ଝିଅମାନଙ୍କୁ ଟ୍ରେନରେ ଚଢ଼ିବାକୁ ଅନୁମତି ଦିଆଗଲା। ଭାରତର ବିଶେଷକରି ଓଡ଼ିଶାର ବହୁ ପୁଅ ପିଲା ଆସିପାରିଲେ ନାହିଁ। ଆମକୁ ଆଣିବାକୁ ଯାଇଥିବା କୋ-ଅର୍ଡିନେଟରଙ୍କୁ ମଧ୍ୟ ଟ୍ରେନରେ ଆସିବାକୁ ଦିଆଗଲାନି। ୟୁକ୍ରେନରେ ଭାରତୀୟ ଓ ଆଫ୍ରିକୀୟମାନଙ୍କୁ ହଇରାଣ କରାଯାଉଛି। ଏଭଳି ସ୍ଥିତିରେ ଖାରକିଭ୍‌ ଛାଡ଼ିବାକୁ କୁହାଗଲାଣି। ଆମ ପିଲାମାନେ କେମିତି ଖାରକିଭ୍‌ ଛାଡ଼ିବେ କୁହନ୍ତୁ?

ଆଗକୁ ରୁଷ ଆକାଶ ପଥରୁ ଖାରକିଭରେ ବଡ଼ ହମଲା କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି କିଭରେ ଥିବା ଭାରତୀୟଙ୍କୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପୂର୍ବରୁ ପୋଲାଣ୍ଡରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନରେ ଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲେ। ୟୁକ୍ରେନରେ ଥିବା ଭାରତୀୟଙ୍କୁ ତୁରନ୍ତ Budomierz ସୀମାନ୍ତକୁ ଆସିବାକୁ କୁହାଯାଇଥିଲା। ଏହାଦ୍ୱାରା ସେମାନେ ସହଜରେ ପୋଲାଣ୍ଡରେ ପ୍ରବେଶ କରିପାରିବେ।

ସୂଚନାଯୋଗ୍ୟ, ଗତକାଲି ଖାରକିଭରେ ବୋମା ମାଡ଼ ଯୋଗୁ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ। ସେ ଖାଇବା ଆଣିବା ପାଇଁ ଛିଡ଼ା ହୋଇଥିବା ବେଳେ ହଠାତ୍‌ ରୁଷ ସୈନ୍ୟମାନେ ଆକାଶ ପଥରୁ ବୋମା ମାଡ଼ କରିଥିଲେ। ଏହି ବୋମା ମାଡ଼ରେ ନବୀନଙ୍କ ସହ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଖାରକିଭରେ ଅନେକ ଭାରତୀୟ ଛାତ୍ର ଓ ନାଗରିକ ରହିଥିବାରୁ ଦୂତାବାସ ପକ୍ଷରୁ ସେମାନଙ୍କୁ ସହର ଛାଡ଼ି ଦେବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story