ଧାନର ସଂଗ୍ରହ ମୂଲ୍ୟ ନେଇ ରାଷ୍ଟ୍ରପତିଙ୍କୁ ଭେଟିବ ଗୃହ କମିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନ ଏମ୍ଏସ୍‌ପି (ମିନିମମ୍‌ ସପୋର୍ଟ ପ୍ରାଇସ୍) ପାଇଁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବାକୁ ବିଧାନସଭା ଗୃହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ବୈଠକ ପରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଏହା କହିଛନ୍ତି। ସେ କହିଛନ୍ତି- “ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗୃହ କମିଟି ସମୟ ମାଗିବ। ରାଜ୍ୟର ଦାବି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବାକୁ ସମୟ ନଦେବା ଦୁର୍ଭାଗ୍ୟଜନକ। ଆଜିର ବୈଠକକୁ ବିଜେପିର ଦୁଇଜଣ ସଦସ୍ୟ […]

bbsr

bbsr

Rakesh Mallick
  • Published: Friday, 13 July 2018
  • Updated: 13 July 2018, 05:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନ ଏମ୍ଏସ୍‌ପି (ମିନିମମ୍‌ ସପୋର୍ଟ ପ୍ରାଇସ୍) ପାଇଁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବାକୁ ବିଧାନସଭା ଗୃହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ବୈଠକ ପରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଏହା କହିଛନ୍ତି। ସେ କହିଛନ୍ତି- “ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗୃହ କମିଟି ସମୟ ମାଗିବ। ରାଜ୍ୟର ଦାବି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବାକୁ ସମୟ ନଦେବା ଦୁର୍ଭାଗ୍ୟଜନକ।

ଆଜିର ବୈଠକକୁ ବିଜେପିର ଦୁଇଜଣ ସଦସ୍ୟ କେଭି ସିଂହଦେଓ ଏବଂ ବିଭୂତି ହରିଚନ୍ଦନ ଆସି ନଥିଲେ। ଏହାକୁ ନେଇ ସଞ୍ଜୟ କହିଛନ୍ତି- “ବିଜେପି ଚାଷୀଙ୍କ ଉନ୍ନତି ଚାହେଁନି ବୋଲି ୨ ଜଣ ସଦସ୍ୟଙ୍କ ଅନୁପସ୍ଥିତିରୁ ସ୍ପଷ୍ଟ ହୋଇଯାଇଛି।”

ବୈଠକରେ ବାଚସ୍ପତି ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ବିଜେଡି ଏବଂ କଂଗ୍ରେସର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story