ଓଡ଼ିଶାରେ ବଢ଼ିଲା ସର୍ବୋଚ୍ଚ ବୟସସୀମା, ୫୩ ବର୍ଷ ବୟସରେ ବି କରିପାରିବେ ସରକାରୀ ଚାକିରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆସନ୍ତା ୩ବର୍ଷ ପାଇଁ ସମସ୍ତ ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମାକୁ ବୃଦ୍ଧି କରିଛନ୍ତି। ସର୍ବାଧିକ ୫୩ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ରାଜ୍ୟ କ୍ୟାବିନେଟ ଆଜି ଏଭଳି ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସହିତ ମୋଟ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, […]

job

job

Ordigital Desk
  • Published: Monday, 10 January 2022
  • Updated: 10 January 2022, 10:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆସନ୍ତା ୩ବର୍ଷ ପାଇଁ ସମସ୍ତ ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମାକୁ ବୃଦ୍ଧି କରିଛନ୍ତି। ସର୍ବାଧିକ ୫୩ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ରାଜ୍ୟ କ୍ୟାବିନେଟ ଆଜି ଏଭଳି ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସହିତ ମୋଟ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ଏବେ ୩୨ ବର୍ଷ ରହିଛି । ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ମହିଳା ଓ ଭିନ୍ନକ୍ଷମଙ୍କ ନିମନ୍ତେ ଏହା ଅତିରିକ୍ତ ବୟସ କୋହଳ ସୀମା ଧାର୍ଯ୍ୟ କରାଯାଇଛି। ମାତ୍ର ଆଜି ରାଜ୍ୟ କ୍ୟାବିନେଟ ଓଡ଼ିଶା ବେସାମରିକ ସେବା(ଉଚ୍ଚ ବୟସସୀମା) ନିୟମ-୧୯୮୯ର ସଂଶୋଧନକୁ ମଞ୍ଜୁରୀ ଦେଇ ଏହି ସର୍ବୋଚ୍ଚ ବୟସସୀମାକୁ ୩୨ରୁ ୩୮ବର୍ଷ ବୟସକୁ ବୃଦ୍ଧି କରଇଛନ୍ତି। ବିଭିନ୍ନ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଓ ତା’ପରେ ନିଯୁକ୍ତିରେ ବିଳମ୍ବ ହେବା ଯୋଗୁ ଆବେଦନକାରୀଙ୍କ ସର୍ବୋଚ୍ଚ ବୟସୀସାମ ଶେଷ ହୋଇଯାଉଛି। ସେମାନେ ନିଯୁକ୍ତି ପରୀକ୍ଷାରେ ଭାଗ ନେବାକୁ ପର୍ଯ୍ୟାପ୍ତ ସୁଯୋଗ ପାଉନଥିବା ସରକାରଙ୍କ ନଜରକୁ ଆସିଛି । ଏଥିପାଇଁ ରାଜ୍ୟ ସରକାର ୨୦୨୧, ୨୦୨୨ ଓ ୨୦୨୩ ମସିହାରେ ଜାରି ହୋଇଥିବା ଅବା ଜାରି ହେବାକୁ ଥିବା ସରକାରୀ ଚାକିରି ବିଜ୍ଞାପନ ନିମନ୍ତେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସର୍ବୋଚ୍ଚ ବୟସସୀମାକୁ ୩୨ରୁ ୩୮ବର୍ଷକୁ ବୃଦ୍ଧି କରିଛନ୍ତି ।

ସେହି ଅନୁସାରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ମହିଳାଙ୍କୁ ଅତିରିକ୍ତ ୫ବର୍ଷ ଅର୍ଥାତ୍ (୩୮+୫) ମୋଟ ୪୩ବର୍ଷ ବୟସ ପର୍ଯ୍ୟନ୍ତ ଚାକିରିରେ ପ୍ରବେଶ ନିମନ୍ତେ ଅନୁମତି ମିଳିବ । ସେହିପରି ସାଧାରଣ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଅଧିକ ୧୦ବର୍ଷ ଅର୍ଥାତ୍ (୩୮+୧୦) ମୋଟ ୪୮ବର୍ଷ ବୟସ ପର୍ଯ୍ୟନ୍ତ ବୟସ କୋହଳ ମିଳିବ । ତେବେ ଅନସୁଚିତ ଜାତି, ଜନଜାତି, ପଛୁଆବର୍ଗ, ମହିଳା ବର୍ଗର କୌଣସି ପ୍ରାର୍ଥୀ ଯଦି ଭିନ୍ନକ୍ଷମ ହୋଇଥିବେ ତା’ହେଲେ ସେ ମୋଟ (୩୮+୫+୧୦) ୫୩ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚାକିରିରେ ପ୍ରବେଶ ନିମନ୍ତେ ଯୋଗ୍ୟ ବିବେଚିତ ହୋଇପାରିବେ ବୋଲି ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story