ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କୁ ସମାଲୋଚନା କରି ବନ୍ଧାହେଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ଏ ବୋବଡେଙ୍କ ପ୍ରତି କଟୁ ମନ୍ତବ୍ୟ। ସୋଶାଲ ମିଡିଆରେ କଟୁ ମନ୍ତବ୍ୟ ପୋଷ୍ଟ କରି ଓଡ଼ିଆ ଯୁବକ ଗିରଫ। ଅଭିଯୁକ୍ତ ଯୁବକ ଦାରା ସେନାର ଜଣେ ସଦସ୍ୟ ବୋଲି ଜଣାପଡ଼ିଛି। ତାଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଦିଲ୍ଲୀରୁ ଗିରଫ କରଇଛି। କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଦିଲ୍ଲୀରୁ ଆଣି ବାଲେଶ୍ୱର ପୁଲିସକୁ ହସ୍ତାନ୍ତର କରିଛି। ସହଦେବଖୁଣ୍ଟା ଥାନାରେ ତାଙ୍କୁ ପୁଲିସ ଘନଘନ ଜେରା କରୁଛି। ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ […]

bobde

bobde

Manoranjan Sial
  • Published: Friday, 10 July 2020
  • Updated: 10 July 2020, 04:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ଏ ବୋବଡେଙ୍କ ପ୍ରତି କଟୁ ମନ୍ତବ୍ୟ। ସୋଶାଲ ମିଡିଆରେ କଟୁ ମନ୍ତବ୍ୟ ପୋଷ୍ଟ କରି ଓଡ଼ିଆ ଯୁବକ ଗିରଫ। ଅଭିଯୁକ୍ତ ଯୁବକ ଦାରା ସେନାର ଜଣେ ସଦସ୍ୟ ବୋଲି ଜଣାପଡ଼ିଛି। ତାଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଦିଲ୍ଲୀରୁ ଗିରଫ କରଇଛି। କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଦିଲ୍ଲୀରୁ ଆଣି ବାଲେଶ୍ୱର ପୁଲିସକୁ ହସ୍ତାନ୍ତର କରିଛି। ସହଦେବଖୁଣ୍ଟା ଥାନାରେ ତାଙ୍କୁ ପୁଲିସ ଘନଘନ ଜେରା କରୁଛି।

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମନ୍ତବ୍ୟ ଦେଇଥିଲେ ଯୁବକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story