ସ୍ୱତନ୍ତ୍ର ମରୁଡି ସହାୟତା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ଇ-ଟ୍ରାନ୍ସଫର ଜରିଆରେ ସ୍ୱତନ୍ତ୍ର ମରୁଡ଼ି ସହାୟତା ପ୍ରଦାନ ଯୋଜନା ପ୍ରଦାନ କରାଯିବ। ଆଜି ସଚିବାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ୨୦୧୫ ଖରିଫ୍‌ ଋତୁରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଫସଲହାନୀ ଜନିତ କ୍ଷତି ଭରଣା ପାଇଁ ଏହି ସହାୟତା ପ୍ରଦାନ କରାଯିବ। କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ ସରକାର। ଏହାଦ୍ୱାରା ୩ ଲକ୍ଷ ଚାଷୀ ଉପକୃତ ହେବେ। […]

odisha-drought-spacal-pacage

Rakesh Mallick
  • Published: Saturday, 05 November 2016
  • , Updated: 06 November 2016, 07:05 AM IST

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ଇ-ଟ୍ରାନ୍ସଫର ଜରିଆରେ ସ୍ୱତନ୍ତ୍ର ମରୁଡ଼ି ସହାୟତା ପ୍ରଦାନ ଯୋଜନା ପ୍ରଦାନ କରାଯିବ। ଆଜି ସଚିବାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

୨୦୧୫ ଖରିଫ୍‌ ଋତୁରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଫସଲହାନୀ ଜନିତ କ୍ଷତି ଭରଣା ପାଇଁ ଏହି ସହାୟତା ପ୍ରଦାନ କରାଯିବ। କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ ସରକାର। ଏହାଦ୍ୱାରା ୩ ଲକ୍ଷ ଚାଷୀ ଉପକୃତ ହେବେ। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି କ୍ଷତିପୂରଣ ଅର୍ଥ ଯିବ।

Related story