ଏଣିକି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ହୋଇପାରିବ ୪୫୦ ଟଙ୍କାରେ କରୋନା ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ, ନର୍ସିଂହୋମ ଓ ଲାବ୍ରୋଟୋରୀରେ ରାପିଡ୍ ଆଣ୍ଟିଜେନ୍ ଓ ଆରଟି ପିସିଆର ଶୈଳୀରେ ମାତ୍ର ୪୫୦ଟଙ୍କାରେ କୋଭିଡ-୧୯ ପରୀକ୍ଷା ହୋଇପାରିବ। ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଘରୋଇ ହସ୍ପିଟାଲ, ନର୍ସିଂହୋମ୍ ଓ ଲାବ୍ରୋଟୋରୀକୁ ଚିଠି ଲେଖି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଉପସଚିବ ରାଜେଶ କୁମାର ଅଗ୍ରୱାଲ ଲେଖିଥିବା ଚିଠିରେ ରାପିଡ୍ ଆଣ୍ଟିଜେନ୍ ଓ ଆରଟି ପିସିଆର ଶୈଳୀରେ କୋଭିଡ-୧୯ ପରୀକ୍ଷା ନିମନ୍ତେ ବିଧିବଦ୍ଧ […]

corona-kit

corona-kit

Manoranjan Sial
  • Published: Saturday, 01 August 2020
  • Updated: 01 August 2020, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ, ନର୍ସିଂହୋମ ଓ ଲାବ୍ରୋଟୋରୀରେ ରାପିଡ୍ ଆଣ୍ଟିଜେନ୍ ଓ ଆରଟି ପିସିଆର ଶୈଳୀରେ ମାତ୍ର ୪୫୦ଟଙ୍କାରେ କୋଭିଡ-୧୯ ପରୀକ୍ଷା ହୋଇପାରିବ। ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଘରୋଇ ହସ୍ପିଟାଲ, ନର୍ସିଂହୋମ୍ ଓ ଲାବ୍ରୋଟୋରୀକୁ ଚିଠି ଲେଖି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଉପସଚିବ ରାଜେଶ କୁମାର ଅଗ୍ରୱାଲ ଲେଖିଥିବା ଚିଠିରେ ରାପିଡ୍ ଆଣ୍ଟିଜେନ୍ ଓ ଆରଟି ପିସିଆର ଶୈଳୀରେ କୋଭିଡ-୧୯ ପରୀକ୍ଷା ନିମନ୍ତେ ବିଧିବଦ୍ଧ ଗାଇଡଲାଇନ୍ ଜାରି କରିଛନ୍ତି। ରାପିଡ୍ ଆଣ୍ଟିଜେନ୍ ଶୈଳୀରେ ପରୀକ୍ଷା ନିମନ୍ତେ ସମ୍ପୃକ୍ତ ଘରୋଇ ନର୍ସିଂହୋମ, ଲାବ୍ରୋଟୋରୀ ଓ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ -୧୯୯୦ ଅନ୍ତର୍ଗତ ପଞ୍ଜିକରଣ ହୋଇଥିବା ଜରୁରୀ। ଏହି ପରୀକ୍ଷା କରୁଥିବା କର୍ମଚାରୀମାନେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କ ସମ୍ମତି ଆଧାରରେ ପଞ୍ଜିକୃତ ହୋଇଥିବେ। ସେହି ସଂସ୍ଥା ପାଖରେ ଆଇସିଏମଆର ଓ ବିଏମଡବ୍ଲ୍ୟୁ ଗାଇଡଲାଇନ୍ ଅନୁସାରେ ସ୍ୱତନ୍ତ୍ର ସ୍ୱାବ୍ ସଂଗ୍ରହ ବୁଥ ରହିଥିବ। ଆରଟି ପିସିଆର ଆପ୍ ମାଧ୍ୟମରେ ଏସଆରଏଫ ଆଇଡି ପ୍ରସ୍ତୁତ କରାଯାଇ ଏହି ପରୀକ୍ଷା ରିପୋର୍ଟକୁ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ କରିବାକୁ ହେବ। ପରୀକ୍ଷା ହେବାପରେ ପ୍ରଥମେ ରାଜ୍ୟ ସରକାରଙ୍କୁ ଅବଗତ କରିବେ ଓ ତା’ର ୨୪ଘଣ୍ଟା ପରେ ପରୀକ୍ଷଣ କରିଥିବା ବ୍ୟକ୍ତିଙ୍କୁ ସମ୍ପୃକ୍ତ ସଂସ୍ଥା ଅବଗତ କରାଇବେ। ଆଇସିଏମଆର ପରାମର୍ଶ ଓ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ଜାରି ଏସଓପି ଅନୁସାରେ ଆଣ୍ଟିଜେନ୍ ଟେଷ୍ଟି କରିବାକୁ ପଡ଼ିବ। ଆଣ୍ଟିଜେନ୍ କିଟ୍ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ଘରୋଇ ସଂସ୍ଥାଗୁଡ଼ିକ ଏହି ପରୀକ୍ଷା କରିବେ। ଏବେ ଏହି ପରୀକ୍ଷା ନିମନ୍ତେ ସରକାର ୪୫୦ଟଙ୍କା ଧାର୍ଯ୍ୟ କରିଛନ୍ତି। ଘରୋଇ ସଂସ୍ଥାଗୁଡ଼ିକ ଖୋଲା ବଜାରରୁ ଆଣ୍ଟିଜେନ୍ କିଟ୍ ସଂଗ୍ରହ କରିପାରିବେ। ତେବେ ଘରୋଇ ସଂସ୍ଥାଗୁଡ଼ିକ ନିଜର ପରୀକ୍ଷା ରିପୋର୍ଟକୁ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ କରିବା ନିମନ୍ତେ ରାଜ୍ୟ ସରକାରଙ୍କଠୁ ଲଗଇନ୍ ଆଇଡି ଓ ପାସୱାର୍ଡ ସଂଗ୍ରହ କରିବେ। ରାଜ୍ୟ ସରକାର ଏଥିପାଇଁ ଅତିରିକ୍ତ ଡିଏମଇଟି ବ୍ରଜ କିଶୋର ଦାଶଙ୍କୁ ରାଜ୍ୟ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ନିଜ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କ ମାଧ୍ୟମରେ ଏନେଇ ଆବେଦନ କରିପାରିବେ। ନିଜର ଆଇଡି ପାଇବା ପର୍ଯ୍ୟନ୍ତ ସେମାନେ ଆଇସିଏମଆର ପୋର୍ଟାଲରେ ପରୀକ୍ଷା ରିପୋର୍ଟକୁ ଜିଲ୍ଲା ପାଇଁ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ମାଧ୍ୟମରେ ଅପଲୋଡ୍ କରିପାରିବେ।

ସେହିପରି ଆରଟି ପିସିଆର ଶୈଳୀରେ କୋଭିଡ-୧୯ ପରୀକ୍ଷା ନିମନ୍ତେ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନର ଲାବ୍ରୋଟୋରୀକୁ ନିଶ୍ଚିତ ଭାବେ ଏନଏବିଏଲ ଦ୍ୱାରା ଅଧିସ୍ୱୀକୃତି ମିଳିଥିବା ଜରୁରୀ। ଏହି ଲାବ୍ରୋଟୋରୀ ନିଜର ଆଇଡି ଓ ପାସୱାର୍ଡ ପାଇଁ ସିଧାସଳଖ ଆଇସିଏମଆରକୁ ଆବେଦନ କରିପାରିବେ। ଏହି ପରୀକ୍ଷା କରୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଆଇସିଏମଆର ଅନୁମୋଦିତ ସଂସ୍ଥା ଆରଏମଆରସି ଓ ଭୁବନେଶ୍ୱର ଏମ୍ସ ଦ୍ୱାରା ପ୍ରଶିକ୍ଷିତ ହୋଇଥିବେ। ଆଇସିଏମଆର ପ୍ରୋଟୋକଲ୍ ଅନୁସାରେ ବିଏସଏଲ-୨ ଲାବ୍ରୋଟେରୀରେ ଏହି ଆରଟି ପିସିଆର ମେସିନ୍ ସ୍ଥାପନ ହୋଇଥିବା ଜରୁରୀ। ଡିଏଚଆର ଗାଇଡଲାଇନ ଅନୁସାରେ ସମ୍ପୃକ୍ତ ଲାବ୍ରୋଟୋରୀର ଗୁଣାତ୍ମକ ମାନକକୁ ପାଳନ କରୁଥିବା ନେଇ ଆରଏମଆରସି ସୁନିଶ୍ଚିତ କରାଇବେ। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଥିବା ଦର ଅନୁସାରେ ସମ୍ପୃକ୍ତ ଲାବ୍ରୋଟୋରୀଗୁଡ଼ିକ ଆରଟି ପିସିଆର ପରୀକ୍ଷା କରାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story