ଶାଳନ୍ଦୀ ନଦୀରେ ବୁଡ଼ି ଗଲେ ନାବାଳକ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଶାଳନ୍ଦୀ ନଦୀରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି।  ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନାବାଳକଙ୍କୁ ଖୋଜାଖୋଜି କରୁଛନ୍ତି। ଆଜି ସକାଳେ ୩ ଜଣ ନାବାଳକ ଶାହାପୁର ଘାଟରେ ଗାଧୋଉଥିଲେ।  ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯିବାରୁ ୩ ଜଣ ଯାକ ଭାସି ଯାଇଥିଲେ। ପିଲାମାନେ ଭାସିଯାଉଥିବା ଦେଖି ସ୍ଥାନୀୟ ଲୋକ ୨ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟ ନାବାଳକ ଜଣଙ୍କ ଭାସି ଯାଇଥିଲେ। […]

water

water

Tapaswini Nayak
  • Published: Thursday, 01 September 2022
  • Updated: 01 September 2022, 02:22 PM IST

Sports

Latest News

ଭଦ୍ରକ (ଓଡ଼ିଶା ରିପୋର୍ଟର): ଶାଳନ୍ଦୀ ନଦୀରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି।  ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନାବାଳକଙ୍କୁ ଖୋଜାଖୋଜି କରୁଛନ୍ତି।

ଆଜି ସକାଳେ ୩ ଜଣ ନାବାଳକ ଶାହାପୁର ଘାଟରେ ଗାଧୋଉଥିଲେ।  ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯିବାରୁ ୩ ଜଣ ଯାକ ଭାସି ଯାଇଥିଲେ। ପିଲାମାନେ ଭାସିଯାଉଥିବା ଦେଖି ସ୍ଥାନୀୟ ଲୋକ ୨ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟ ନାବାଳକ ଜଣଙ୍କ ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଖୋଜ ଥିବା ନାବାଳକଙ୍କୁ ଖୋଜାଖୋଜି କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ନୟାଗଡ଼ ସଦର ଥାନା ଖୁଣ୍ଟବନ୍ଧ ପଞ୍ଚାୟତ ସଠିଆପଲ୍ଲୀରେ ପୋଖରୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ଘଟିଥିଲା। ଅପରାହ୍ନରେ ଦୁହେଁ ଗଣେଶ ପୂଜା ଭୋଜି ଖାଇବା ପରେ ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story