କଂଗ୍ରେସ ଗଳିରେ ଯୁବକଙ୍କୁ ଭୁଜାଲିରେ ହାଣିଲେ

<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଟାଉନା ଥାନା ଅନ୍ତର୍ଗତ କଂଗ୍ରେସ ଗଳିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ୩ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଭୁଜାଲି ମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣେ ସଫେଇ କର୍ମଚାରୀ ବୋଲି ଜଣାପଡ଼ିଛି। ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ମଧ୍ୟ ସଫେଇ କର୍ମଚାରୀ ବୋଲି କୁହାଯାଉଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି।</p>

Ordigital Desk
  • Published: Thursday, 19 April 2018
  • Updated: 19 April 2018, 12:09 PM IST

Sports

Latest News

<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଟାଉନା ଥାନା ଅନ୍ତର୍ଗତ କଂଗ୍ରେସ ଗଳିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ୩ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଭୁଜାଲି ମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣେ ସଫେଇ କର୍ମଚାରୀ ବୋଲି ଜଣାପଡ଼ିଛି। ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ମଧ୍ୟ ସଫେଇ କର୍ମଚାରୀ ବୋଲି କୁହାଯାଉଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos