ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେଇ ଆଉ ଜଣେ ଗିରଫ, ସେ ଥିଲା ଡ୍ରାଇଭର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ସୁନ୍ଦରୀଙ୍କ ମାୟାଜାଲରେ ପଡ଼ି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR)ର ୪ ଜଣ ଠିକା କର୍ମଚାରୀ ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଥିଲେ। ଏହି ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ସଚିନ କୁମାର ଓରଫ ଛତା। ତାଙ୍କ ଘର ଉତ୍ତର ପ୍ରଦେଶ। ସଚିନ ଡିଆରଡିଓରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ସଚିନଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ […]

DRDO

DRDO

Manoranjan Sial
  • Published: Thursday, 16 September 2021
  • Updated: 16 September 2021, 04:16 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ସୁନ୍ଦରୀଙ୍କ ମାୟାଜାଲରେ ପଡ଼ି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR)ର ୪ ଜଣ ଠିକା କର୍ମଚାରୀ ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଥିଲେ। ଏହି ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ସଚିନ କୁମାର ଓରଫ ଛତା। ତାଙ୍କ ଘର ଉତ୍ତର ପ୍ରଦେଶ। ସଚିନ ଡିଆରଡିଓରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ସଚିନଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୁଲିସ। ତଥ୍ୟ ଲିକ୍ ଘଟଣାରେ ଗିରଫଦାରୀ ସଂଖ୍ୟା ୫କୁ ବଢ଼ିଛି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISIକୁ ତଥ୍ୟ ଲିକ କରୁଥିବା ଅଭିଯୋଗ ହୋଇଥିଲା।

ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ITR)ରେ ଏସି ଅପରେଟର ଭାବେ କାମ କରୁଥିଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା ଓ ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର। ଠିକ୍‌ ସେହିପରି ପାଳଶିଆର ତାପସ ରଞ୍ଜନ ନାୟକ ମୁଖ୍ୟଫାଟକ ଜଗୁଆଳୀ ଭାବେ ନିୟୋଜିତ ହୋଇଥିବା ବେଳେ ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ ଡିଜି ଅପରେଟର ଥିଲେ। ଏମାନେ ଦୀର୍ଘ ବର୍ଷ ଧରି ଏଠାରେ ନିୟୋଜିତ ଥିଲେ। କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି ଚାକିରି କରୁଥିଲା। ଏହା ସତ୍ତ୍ୱେ ଏମାନେ ଶତ୍ରୁଦେଶ ପାକିସ୍ତାନକୁ ଗପ୍ତ ତଥ୍ୟ ଦେଇଥିବା ଅଭିଯୋଗ ହେଉଛି।

କୁହାଯାଉଛି, ଏହା ପଛରେ ଥିଲା ପାକିସ୍ତାନୀ ସୁନ୍ଦରୀର ମାୟାଜାଲ। ଗିରଫ ୪ ଠିକା କର୍ମଚାରୀ ଜଣେ ପାକିସ୍ତାନୀ ସୁନ୍ଦରୀ ଏଜେଣ୍ଟଙ୍କ ହନିଟ୍ରାପ୍‌ରେ ଫସି ଡିଆର୍‌ଡିଓର ଗୁପ୍ତ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଆଶଙ୍କା କରାଯାଉଛି। ଏନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଗତକାଲି କହିଥିଲେ।

ଆଲୋଚନା ହେଉଛି, ପାକିସ୍ତାନୀ ସୁନ୍ଦରୀ ଜଣକ ପ୍ରଥମେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଫେସବୁକ୍‌ରେ ବନ୍ଧୁତା ସ୍ଥାପନ କରିଥିଲା। ନିଜକୁ ଉତ୍ତରପ୍ରଦେଶର ଯୁବତୀ ଭାବେ ପରିଚୟ ଦେଇ ଆତ୍ମୀୟତା ବଢାଇଥିଲା। ପରେ ଚାନ୍ଦିପୁର ବୁଲି ଆସିବାକୁ ଇଚ୍ଛା କରିବା ସହ ଏକ ସ୍ଥାନୀୟ ସିମ୍‌ କାର୍ଡ ଯୋଗାଡ କରିବାକୁ କହିଥିଲା। ଏଥିପାଇଁ ସଂପୃକ୍ତ କର୍ମଚାରୀଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ପଠାଇବା ସହ ବିଶ୍ୱାସ ଭାଜନ ହୋଇଥିଲା। ଆଉ ତା’ପରେ କର୍ମଚାରୀ ଜଣକ ନିଜ ନାଁରେ ସିମ୍‌କାର୍ଡ ଆଣି ସଂପୃକ୍ତ ସୁନ୍ଦରୀଙ୍କୁ ନମ୍ବର ଦେଇଥିଲେ। ସେ ସେହି ନମ୍ବରରେ ହ୍ୱାଟ୍ସଆପ୍‌ ଆକାଉଣ୍ଟ ଖୋଲି ଜଣକ ପରେ ଜଣେ ୪ଜଣ କର୍ମଚାରୀଙ୍କୁ ପ୍ରଲୋଭିତ କରିଥିଲା। ଆଉ ସମୟ ସୁବିଧା ଦେଖି ଗୁପ୍ତ ତଥ୍ୟ ହାସର କରିଥିଲା ପାକିସ୍ତାନୀ ସୁନ୍ଦରୀ।

ଏବେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story