ଏସ୍‌ସିବି ଓପିଡିରେ ମେ’ରୁ ଅନ୍‌ଲାଇନ୍ ଟିକେଟ୍ ବ୍ୟବସ୍ଥା

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନା ଓପିଡିରେ ଲାଗୁ ହେବ ଅନ୍‌ଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା। ଏହା ଦ୍ୱାରା ରୋଗୀମାନେ ଅନ୍‌ଲାଇନ୍‌ରେ ଟିକେଟ୍ କରି ତା’ର ପ୍ରିଣ୍ଟ ନେଇ ଓପିଡିକୁ ଆସିପାରିବେ। ଫଳରେ ସେମାନଙ୍କୁ ଆଉ ରାତିରୁ ଆସି ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ିବନି। ମେ’ ୯ ତାରିଖରୁ ଏସ୍‌ସିବି ଓପିଡି ପାଇଁ ଅନ୍‌ଲାଇନ୍ ବୁକିଂ ଆରମ୍ଭ ହେବ। ମେ’ ୧୦ ତାରିଖରୁ ଅନ୍‌ଲାଇନ୍ ଟିକେଟ୍‌ରେ ଆରମ୍ଭ ହେବ ରୋଗୀ ଦେଖା। ଅନ୍‌ଲାଇନ୍ […]

scb

scb

Jitendra Garnayak
  • Published: Friday, 29 April 2022
  • Updated: 29 April 2022, 10:41 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନା ଓପିଡିରେ ଲାଗୁ ହେବ ଅନ୍‌ଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା। ଏହା ଦ୍ୱାରା ରୋଗୀମାନେ ଅନ୍‌ଲାଇନ୍‌ରେ ଟିକେଟ୍ କରି ତା’ର ପ୍ରିଣ୍ଟ ନେଇ ଓପିଡିକୁ ଆସିପାରିବେ। ଫଳରେ ସେମାନଙ୍କୁ ଆଉ ରାତିରୁ ଆସି ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ିବନି।

ମେ’ ୯ ତାରିଖରୁ ଏସ୍‌ସିବି ଓପିଡି ପାଇଁ ଅନ୍‌ଲାଇନ୍ ବୁକିଂ ଆରମ୍ଭ ହେବ। ମେ’ ୧୦ ତାରିଖରୁ ଅନ୍‌ଲାଇନ୍ ଟିକେଟ୍‌ରେ ଆରମ୍ଭ ହେବ ରୋଗୀ ଦେଖା। ଅନ୍‌ଲାଇନ୍ ବୁକିଂ କରିବା ପାଇଁ ରୋଗୀ ବା ସେମାନଙ୍କ ସଂପର୍କୀୟ ମାନଙ୍କୁ www.eswasthya.odisha.gov.in କୁ ଯିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story