Advertisment

ମୋ ସହିତ ଅମାନବୀୟ କାର୍ଯ୍ୟ କରାଯାଇଛି: ଓଟିଭି ସିଏଫ୍‌ଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ନୋଟିସରେ ଆଜି କ୍ରାଇମବ୍ରାଞ୍ଚ ଓଟିଭିର ଚିଫ୍‌ ଫାଇନାନ୍ସ ଅଫିସର(ସିଏଫ୍‌ଓ) ମନୋରଞ୍ଜନ ଷଡଙ୍ଗୀଙ୍କୁ ଘରୁ ଉଠାଇ ନେଇଥିବା ବେଳେ ତାଙ୍କ ସହିତ ଅମାନବୀୟ କାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି। କ୍ରାଇମବ୍ରାଞ୍ଚ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କ୍ୟାପିଟାଲ୍‌ ହସ୍ପିଟାଲକୁ ନେଇଥିବା ବେଳେ ଶ୍ରୀ ଷଡଙ୍ଗୀ ଏମିତି ପ୍ରତିକ୍ରିୟା ଦେଇଥିଲେ। ସେ ଆହୁରି କହିଥିଲେ ଯେ, ସକାଳୁ ଉଠିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଉଠାଇ ଆଣିଛି। ନିର୍ଦ୍ଦୋଷରେ ତାଙ୍କୁ ହଇରାଣ କରାଯାଉଛି। ଘଟଣା ସଂପର୍କରେ […]

ଅଦ୍ୟତନ ହୋଇଛି
ମୋ ସହିତ ଅମାନବୀୟ କାର୍ଯ୍ୟ କରାଯାଇଛି: ଓଟିଭି ସିଏଫ୍‌ଓ

manora

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ନୋଟିସରେ ଆଜି କ୍ରାଇମବ୍ରାଞ୍ଚ ଓଟିଭିର ଚିଫ୍‌ ଫାଇନାନ୍ସ ଅଫିସର(ସିଏଫ୍‌ଓ) ମନୋରଞ୍ଜନ ଷଡଙ୍ଗୀଙ୍କୁ ଘରୁ ଉଠାଇ ନେଇଥିବା ବେଳେ ତାଙ୍କ ସହିତ ଅମାନବୀୟ କାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି। କ୍ରାଇମବ୍ରାଞ୍ଚ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କ୍ୟାପିଟାଲ୍‌ ହସ୍ପିଟାଲକୁ ନେଇଥିବା ବେଳେ ଶ୍ରୀ ଷଡଙ୍ଗୀ ଏମିତି ପ୍ରତିକ୍ରିୟା ଦେଇଥିଲେ।

Advertisment

ସେ ଆହୁରି କହିଥିଲେ ଯେ, ସକାଳୁ ଉଠିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଉଠାଇ ଆଣିଛି। ନିର୍ଦ୍ଦୋଷରେ ତାଙ୍କୁ ହଇରାଣ କରାଯାଉଛି।

ଘଟଣା ସଂପର୍କରେ ମନୋରଂଜନଙ୍କ ଝିଅ ଗାୟତ୍ରୀ କହିଛନ୍ତି, ୫ ଜଣ ଆସିଥିଲେ। ବିନା ନୋଟିସ୍‌ ଜବରଦସ୍ତି ଘରେ ପଶି ବାପାଙ୍କୁ ଉଠାଇ ନେଲେ। ବାପା ଡାଇବେଟିସ୍ ରୋଗୀ। ସାଙ୍ଗରେ ଔଷଧ ନେବାକୁ ବି ତାଙ୍କୁ ଦିଆଗଲାନି। ସେ କିଛି ଖାଇ ମଧ୍ୟ ନଥିଲେ। କେଉଁଠିକୁ ନେଲେ କିଛି କହିଲେନି। ବାପାଙ୍କ ସହ ଯୋଗାଯୋଗ ହୋଇପାରୁନି। ତେଣୁ ଆମ ସମସ୍ତଙ୍କୁ ଖୁବ୍ ବ୍ୟସ୍ତ ଲାଗୁଛି। ବାପାଙ୍କୁ ସେମାନେ ନେଇ ଯିବା ପରଠୁ ଜେଜେ ମା’ ଅସୁସ୍ଥ ଅଛନ୍ତି।

Advertisment

ଅନ୍ୟପକ୍ଷରେ ମନୋଜଞ୍ଜନ ଘରକୁ ନଫେରିବା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ ବୋଲି ତାଙ୍କର ୮୪ ବର୍ଷୀୟା ମା’ କହିଛନ୍ତି

ପଢନ୍ତୁ : ‘ଆଦର୍ଶ’ ମୁଖ୍ୟମନ୍ତ୍ରୀ ସୁଶାସନରେ ଅପାରଗ

Otv
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe