ଭୟଙ୍କର ଅନ୍ଧବିଶ୍ୱାସ: ମକର ସଂକ୍ରାନ୍ତି ପରେ ଛୁଆଙ୍କୁ ଚେଙ୍କ ଦେଲେ ଆଉ କାଳେ କେବେ ରୋଗ ହେବନି

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆଜି ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ। ଯୁଗ ଯେତେ ଆଗେଇଲେ ମଧ୍ୟ ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଉ ନାହିଁ। ଦିନକୁ ଦିନ ଲୋକଙ୍କୁ ଅନ୍ଧବିଶ୍ୱାସ ଗ୍ରାସ କରିବାରେ ଲାଗିଛି। କେଉଁଠି ମଣିଷକୁ ଗୁଣି ଗାରେଡି ସନ୍ଦେହରେ ମାରି ଦିଆଯାଉଛି ତ କେଉଁଠି ଶିଶୁର ରୋଗ ଭଲ ହେବା ପାଇଁ ତା’ କଅଁଳ ଦେହରେ ଚେଙ୍କ ଦିଆଯାଉଛି। ସରକାରୀ ଓ ବେସକାରୀ ସଂସ୍ଥାରେ ଏଥିପାଇଁ ସଚେତନ କରାଯାଉଛି। କିନ୍ତୁ କିଛି ଫଳ ପଦ ହେଉ ନାହିଁ। ଏହିପରି ସମାନ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲାରୁ।।ମକର ସଂକ୍ରାନ୍ତି ବାସି ଦିନ ବା ପରଦିନ ଶିଶୁଙ୍କୁ ଚେଙ୍କ ଦେଲେ, ତାକୁ ଜୀବନରେ ଆଗକୁ ଆଉ ରୋଗ ହେବ ନାହିଁ ବୋଲି ବିଶ୍ୱାସ କରି ଚାଲିଛି ଚେଙ୍କ ଚିକିତ୍ସା। ଏଭଳି ଜଘନ୍ୟ ପରମ୍ପରା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ମଠକରଗୋଳା ପଞ୍ଚାୟତର ଥୋରିଆଛନ୍ଦ ଗାଁରେ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦୂରଦୁରାନ୍ତରୁ ପିଲାଙ୍କୁ ଧରି ଆସୁଛନ୍ତି ପିତାମାତା।  ଆଖପାଖ ଗାଁର ନବଜାତକଙ୍କ ଠାରୁ ଆରମ୍ଭ କରି ୫ ବର୍ଷର ପିଲାଙ୍କୁ ଚୁଲି ନିଆଁରେ ତମ୍ବା ଓ ଲୁହା ତାର ଗରମ୍ କରି ଚେଙ୍କ ଦିଆଯାଉଛି।   ତେବେ ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି ମଠରଗୋଳା ସରପଞ୍ଚ କହିଛନ୍ତି।

Ordigital Desk
• Published: Monday, 15 January 2018
• Updated: 15 January 2018, 02:00 PM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆଜି ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ। ଯୁଗ ଯେତେ ଆଗେଇଲେ ମଧ୍ୟ ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଉ ନାହିଁ। ଦିନକୁ ଦିନ ଲୋକଙ୍କୁ ଅନ୍ଧବିଶ୍ୱାସ ଗ୍ରାସ କରିବାରେ ଲାଗିଛି। କେଉଁଠି ମଣିଷକୁ ଗୁଣି ଗାରେଡି ସନ୍ଦେହରେ ମାରି ଦିଆଯାଉଛି ତ କେଉଁଠି ଶିଶୁର ରୋଗ ଭଲ ହେବା ପାଇଁ ତା’ କଅଁଳ ଦେହରେ ଚେଙ୍କ ଦିଆଯାଉଛି। ସରକାରୀ ଓ ବେସକାରୀ ସଂସ୍ଥାରେ ଏଥିପାଇଁ ସଚେତନ କରାଯାଉଛି। କିନ୍ତୁ କିଛି ଫଳ ପଦ ହେଉ ନାହିଁ। ଏହିପରି ସମାନ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲାରୁ।।ମକର ସଂକ୍ରାନ୍ତି ବାସି ଦିନ ବା ପରଦିନ ଶିଶୁଙ୍କୁ ଚେଙ୍କ ଦେଲେ, ତାକୁ ଜୀବନରେ ଆଗକୁ ଆଉ ରୋଗ ହେବ ନାହିଁ ବୋଲି ବିଶ୍ୱାସ କରି ଚାଲିଛି ଚେଙ୍କ ଚିକିତ୍ସା। ଏଭଳି ଜଘନ୍ୟ ପରମ୍ପରା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ମଠକରଗୋଳା ପଞ୍ଚାୟତର ଥୋରିଆଛନ୍ଦ ଗାଁରେ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦୂରଦୁରାନ୍ତରୁ ପିଲାଙ୍କୁ ଧରି ଆସୁଛନ୍ତି ପିତାମାତା।  ଆଖପାଖ ଗାଁର ନବଜାତକଙ୍କ ଠାରୁ ଆରମ୍ଭ କରି ୫ ବର୍ଷର ପିଲାଙ୍କୁ ଚୁଲି ନିଆଁରେ ତମ୍ବା ଓ ଲୁହା ତାର ଗରମ୍ କରି ଚେଙ୍କ ଦିଆଯାଉଛି।   ତେବେ ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି ମଠରଗୋଳା ସରପଞ୍ଚ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos