୩ଦଫା ଦାବିରେ ପଦ୍ମପୁର ୬ ଘଣ୍ଟିଆ ବନ୍ଦ

Ordigital Desk
  • Published: Tuesday, 10 October 2017
  • , Updated: 10 October 2017, 10:04 AM IST
<p>ରାୟଗଡ଼ା: ୩ଦଫା ଦାବିରେ ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବ୍ଲକ୍&zwnj; ଉନ୍ନୟନ ପରିଷଦ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପଦ୍ମପୁରକୁ ଏନଏସି ମାନ୍ୟତା ଦେବା, ସାହିଗୁଡିକରେ ବିଜୁଳ ବ୍ୟବସ୍ଥା &nbsp;ଓ ମୁଖ୍ୟ ମୁଖ୍ୟ ରାସ୍ତାନିର୍ମାଣ ଭଳି ୩ଦଫା ଦାବିରେ ଏହି ବନ୍ଦ ପାଳନ ଡାକରା ଦିଆଯାଇଛି। ଫଳରେ ଦୋକାନବଜାର ବନ୍ଦ ରହିଛି।</p>

Related story