ନିର୍ବାଚନ ପରବର୍ତ୍ତୀ ହିଂସା: ଜଗନ୍ନାଥପୁର ଗାଁରେ ଭଙ୍ଗାରୁଜା 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଗନ୍ନାଥପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ବିପକ୍ଷ ଗୋଷ୍ଠୀ ଗାଁରେ ଦୋକାନଘର ସହ ବାଇକ୍ ଓ ବୋଲେରୋକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଗାଁରେ ଦୁଇ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

kk

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 01:20 PM IST

Related story