ତିନି ଛୁଆଙ୍କୁ ଛାଡ଼ି ପଳାଇଲେ ବାପାମା’!

<p>ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବାଘାପଲୀ ଗ୍ରାମରୁ ୩ ଅସହାୟ ଶିଶୁଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି। ୩ ଶିଶୁଙ୍କ ମଧ୍ୟରୁ ୨ ଜଣ ବାଳିକା ଓ ଜଣେ ନାବାଳିକ ଅଛନ୍ତି। ସେମାନଙ୍କ ବାପାମାଆ ତାଙ୍କୁ ଫଡ଼ି ଘରେ ଛାଡ଼ି ପଳାଇଥିବା ସୂଚନା ମିଳିଛି।</p> <p>ପିଲାଙ୍କ ବାପାମାଆ ଗତ ୧୫ ଦିନ ହେଲା ବାଘାପଲୀକୁ ଆସି ରହୁଥିଲେ। ଏହାସହ ଗାଁ ଗାଁ ବୁଲି ଗନ୍ଥା ସିଲେଇ କରି ପେଟ ପୋଷୁଥିଲେ।&nbsp; ହେଲେ ଗତ ୪ ଦିନ ହେଲା ଉଭୟଙ୍କର କୌଣସି ଖୋଜ ଖବର ନଥିଲା। ଗାଁ ଲୋକେ ୪ ଦିନ ପିଲାଙ୍କର ଦେଖାଶୁଣା କରିବା ପରେ ଆଜି ଥାନାରେ ଏନେଇ ଜଣାଇଛନ୍ତି।</p>

Ordigital Desk
  • Published: Sunday, 14 January 2018
  • Updated: 14 January 2018, 11:58 AM IST

Sports

Latest News

<p>ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବାଘାପଲୀ ଗ୍ରାମରୁ ୩ ଅସହାୟ ଶିଶୁଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି। ୩ ଶିଶୁଙ୍କ ମଧ୍ୟରୁ ୨ ଜଣ ବାଳିକା ଓ ଜଣେ ନାବାଳିକ ଅଛନ୍ତି। ସେମାନଙ୍କ ବାପାମାଆ ତାଙ୍କୁ ଫଡ଼ି ଘରେ ଛାଡ଼ି ପଳାଇଥିବା ସୂଚନା ମିଳିଛି।</p><p>ପିଲାଙ୍କ ବାପାମାଆ ଗତ ୧୫ ଦିନ ହେଲା ବାଘାପଲୀକୁ ଆସି ରହୁଥିଲେ। ଏହାସହ ଗାଁ ଗାଁ ବୁଲି ଗନ୍ଥା ସିଲେଇ କରି ପେଟ ପୋଷୁଥିଲେ।&nbsp; ହେଲେ ଗତ ୪ ଦିନ ହେଲା ଉଭୟଙ୍କର କୌଣସି ଖୋଜ ଖବର ନଥିଲା। ଗାଁ ଲୋକେ ୪ ଦିନ ପିଲାଙ୍କର ଦେଖାଶୁଣା କରିବା ପରେ ଆଜି ଥାନାରେ ଏନେଇ ଜଣାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos