ଟ୍ରେନରେ ଚାଲିଗଲା ଯାତ୍ରୀଙ୍କ ଜୀବନ

ଟିଟିଲାଗଡ଼ (ଓଡ଼ିଶା ରିପୋର୍ଟର): ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସରେ ଅସୁସ୍ଥ ହୋଇ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଏଲ୍. କାମେଶ୍ୱର ରାଓ। ସୂଚନା ଅନୁସାରେ,କାମେଶ୍ୱର ରାଓ ରାୟପୁରରୁ ପଲାସା ଯାଉଥିଲେ। କଣ୍ଟାବାଞ୍ଜିଠାରେ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ। ରେଲେଓ୍ୱ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେତବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ କାମେଶ୍ୱର ରାଓଙ୍କର ହୃଦଘାତରେ ମୃତ୍ୟୁ […]

77

Tapaswini Nayak
  • Published: Wednesday, 25 December 2019
  • , Updated: 25 December 2019, 05:59 PM IST

ଟିଟିଲାଗଡ଼ (ଓଡ଼ିଶା ରିପୋର୍ଟର): ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସରେ ଅସୁସ୍ଥ ହୋଇ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଏଲ୍. କାମେଶ୍ୱର ରାଓ।

ସୂଚନା ଅନୁସାରେ,କାମେଶ୍ୱର ରାଓ ରାୟପୁରରୁ ପଲାସା ଯାଉଥିଲେ। କଣ୍ଟାବାଞ୍ଜିଠାରେ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ। ରେଲେଓ୍ୱ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେତବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ କାମେଶ୍ୱର ରାଓଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Related story