ପୁଣି ଛିଡ଼ିଲା ପତିତପାବନ ବାନା

ପୁରୀ:  ପୁଣି ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ଉଡ଼ିଗଲା। ରାତିରେ ଘଡ଼ଘଡ଼ି ପବନ ଯୋଗୁଁ ୧୪ ହାତିଆ ବାନା ଛିଣ୍ଡି ପଡ଼ିଛି।  ଅନ୍ୟ ବାନା ଥିବାରୁ ନୀତିରେ କୌଣସି ପ୍ରଭାବ ପଡ଼ିବନି। କିଛିଦିନ ତଳେ ମଧ୍ୟ ପତିତପାବନ ବାନା ଛିଣ୍ଡି ପଡ଼ିଥିଲା।