ପୁଣି ଛିଡ଼ିଲା ପତିତପାବନ ବାନା
ପୁରୀ: ପୁଣି ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ଉଡ଼ିଗଲା। ରାତିରେ ଘଡ଼ଘଡ଼ି ପବନ ଯୋଗୁଁ ୧୪ ହାତିଆ ବାନା ଛିଣ୍ଡି ପଡ଼ିଛି। ଅନ୍ୟ ବାନା ଥିବାରୁ ନୀତିରେ କୌଣସି ପ୍ରଭାବ ପଡ଼ିବନି। କିଛିଦିନ ତଳେ ମଧ୍ୟ ପତିତପାବନ ବାନା ଛିଣ୍ଡି ପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।