ଘରେ ପଶି ଯୁକ୍ତ ଦୁଇ ଛାତ୍ରୀଙ୍କ ବେକ କାଟି କାଟିଦେଲେ

ଆନନ୍ଦପୁର(ମୁନ୍ନା ସିଂ): ଯୁକ୍ତ ଦୁଇ ଛାତ୍ରୀ ଜଣକ ଏକା ଘରେ ଥିଲେ। ବାପା-ମାଆ ହାଟକୁ ଯାଇଥିଲେ। ଏହା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଛାତ୍ରୀଙ୍କ ବେକ କାଟି ହତ୍ୟା କରିଛନ୍ତି। ଆଜି ଏମିତି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଥିଲା ସାତକୋଶିଆ ହାଟ। ସେଥିପାଇଁ ମହୁଲଡ଼ିହା ଥାନା ଧାତିକିଡ଼ିହା ଗାଁର ସୁନୀଲ ସିଙ୍କୁ ଓ ତାଙ୍କ ପତ୍ନୀ ଜେମାମଣୀ ହାଟକୁ ଯାଇଥିଲେ। ଘରେ ଯୁକ୍ତ ଦୁଇ ପଢ଼ୁଥିବା ସୁନୟନା ଏକା ଥିଲେ। ମଧ୍ୟାହ୍ନରେ ହାଟ ସାରି ପତି-ପତ୍ନୀ ଘରକୁ ଫେରି ଦେଖନ୍ତି, ଚଟାଣରେ ମୁହଁ ମାଡ଼ି ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଛି ଝିଅ। ତା’ ବେକକୁ କଟାଯାଇଥିବା ବେଳେ ହାତରେ ଗଭୀର କ୍ଷତ ଚିହ୍ନ ରହିଛି। ଏହା ଦେଖି ସୁନୀଲଙ୍କ ହୋସ୍‌ ଉଡି ଯାଇଥିଲା। କିଛି ନଭାବି ଝିଅକୁ ଗାଡ଼ି କରି ୪୦ କିମି ଦୂର ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇପାରି ନଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ

ଆରୋଗ୍ୟ ହେଲେ ୧୭୮୫ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଲା ବିଜେପି, ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା, ରିୟା ରଖିଲେ ଏମିତି ପକ୍ଷ

ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୯ ଲୋକାଲ୍‌ କେସ୍‌

କରୋନାରେ ଆକ୍ରାନ୍ତ ରାହତ ଇନ୍ଦୋରୀଙ୍କ ପରଲୋକ

ବେହେରାସାହି ପରେ ଚିନ୍ତା ବଢ଼ାଇଲା ଜାଲୁଆ ସାହି

ଏହି ୧୦ ରାଜ୍ୟ କରୋନାକୁ ହରାଇ ପାରିଲେ ଭାରତ ଜିତିବ ବୋଲି କହିଲେ ମୋଦି

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କ ପ୍ରତିବାଦ

‘ମୋ ଭାଇର ଯଦି କିଛି ଭୁଲ ହୋଇଛି, ମୁଖ୍ୟମନ୍ତ୍ରୀ କ୍ଷମା କରି ଦିଅନ୍ତୁ’

ଡବଲ ମର୍ଡଲ; ବଡ଼ଭାଇ, ପୁତୁରାକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିଦେଲେ

ଭାଇରାଲ ଅଡିଓ ମାମଲା; ରିମାଣ୍ଡରେ ଗଲେ ଲକ୍ଷ୍ମୀକାନ୍ତ, ବିଶ୍ୱଜିତ

୭ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ, ଆଖି ବୁଜି ସାରିଲେଣି ୩ ଜଣ