ପୋଲ୍ ତଳକୁ ଖସିପଡ଼ିଲା ବାଇକ୍; ୨ ମୃତ, ଜଣେ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ମୁନସୀବନ୍ଧରେ ଆଜି ସକାଳେ ଏକ ବାଇକ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତୁଳସିଚହରା ଅଞ୍ଚଳର ରଞ୍ଜନ ବେହେରା ଓ ରାହୁଲ ମୁଖି। ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ଅଁଳାପଦାରୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।

baripada

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 03:49 PM IST

Related story