ପୋଲାଭରମ ପ୍ରକଳ୍ପକୁ ବିରୋଧ: ରାଜରାସ୍ତାକୁ ଓହ୍ଲାଇଲା ଉତ୍କଳ ସମ୍ମିଳନୀ

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ଉତ୍କଳ ସମ୍ମିଳନୀ । ଆଜି ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଗଣଧାରଣା ଦିଆଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପୋଲାଭରମ ପ୍ରକଳ୍ପ ହେଲେ ମାଲକାନାଗିରି ଜିଲ୍ଲାର ମୋଟୁ ତହସିଲର ୧୨ଟି ଗ୍ରାମ ଜଳମଗ୍ନ ହୋଇଯିବ । ଏହି ମାମଲାଟି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ନିଷେଦ୍ଧା ଦେଶ ଉଠାଇ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପୋଲାଭରମ ପ୍ରକଳ୍ପ ପାଇଁ ଅନୁମତିକୁ […]

utkal

utkal

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 02:35 PM IST

Sports

Latest News

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ଉତ୍କଳ ସମ୍ମିଳନୀ । ଆଜି ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଗଣଧାରଣା ଦିଆଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପୋଲାଭରମ ପ୍ରକଳ୍ପ ହେଲେ ମାଲକାନାଗିରି ଜିଲ୍ଲାର ମୋଟୁ ତହସିଲର ୧୨ଟି ଗ୍ରାମ ଜଳମଗ୍ନ ହୋଇଯିବ । ଏହି ମାମଲାଟି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ନିଷେଦ୍ଧା ଦେଶ ଉଠାଇ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପୋଲାଭରମ ପ୍ରକଳ୍ପ ପାଇଁ ଅନୁମତିକୁ ବିରୋଧ କରିଛି ଉତ୍କଳ ସମ୍ମିଳନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story