ରାଧେଙ୍କ ଘରୁ ମିଳିଲା ମୃତ ଶିକ୍ଷୟିତ୍ରୀ ମମିତାଙ୍କ ମୋବାଇଲ୍ ଫୋନ୍‌!

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଆଉ କିଛି ଅଗ୍ରଗତି ହୋଇଛି। ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ଅନ୍ୟତମ ଅଭିଯୁକ୍ତ ରାଧେ ଚଣ୍ଡୀର ଘରୁ ଏକ ବ୍ୟାଗ୍ ମିଳିଛି। ଏହି ବ୍ୟାଗ୍‌ରେ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ଥିବା ଜଣାପଡ଼ିଛି। ବ୍ୟାଗ୍‌ରେ ମୋବାଇଲ୍ ଫୋନ୍ ଥିବାରୁ ତାହା ମୃତ […]

Mamita

Mamita

Jitendra Garnayak
  • Published: Friday, 22 October 2021
  • Updated: 22 October 2021, 02:51 PM IST

Sports

Latest News

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଆଉ କିଛି ଅଗ୍ରଗତି ହୋଇଛି। ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ଅନ୍ୟତମ ଅଭିଯୁକ୍ତ ରାଧେ ଚଣ୍ଡୀର ଘରୁ ଏକ ବ୍ୟାଗ୍ ମିଳିଛି। ଏହି ବ୍ୟାଗ୍‌ରେ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ଥିବା ଜଣାପଡ଼ିଛି। ବ୍ୟାଗ୍‌ରେ ମୋବାଇଲ୍ ଫୋନ୍ ଥିବାରୁ ତାହା ମୃତ ମମିତା ମେହେରଙ୍କ ବୋଲି ସନ୍ଦେହ କରାଯାଉଛି। ତେବେ ପୁଲିସ୍ ଏନେଇ କିଛି କହି ନାହିଁ।

ଏହି ବ୍ୟାଗ୍‌ଟି ରାଧେଙ୍କ ଘରେ ଥିଲା। ଏହାକୁ ରାଧେଙ୍କ ପତ୍ନୀ ଆଶା ଚଣ୍ଡୀ ପାଇଥିଲେ। ପରେ ତାଙ୍କ ଠାରୁ ବ୍ୟାଗ୍‌ଟିକୁ କେ.ଗାଁ ଥାନା ପୁଲିସ୍ ନେଇ ଯାଇଥିବା ସେ କହିଛନ୍ତି।

ଆଶା କହିଛନ୍ତି ଯେ ବ୍ୟାଗ୍‌ଟି କେତେ ଦିନରୁ ତାଙ୍କ ଘରେ ଥିଲା, ତାହା ସେ ଜାଣି ନାହାନ୍ତି। ତାଙ୍କ ସ୍ୱାମୀ କେବେ ନା କେବେ ଆଣି ବ୍ୟାଗ୍‌ଟିକୁ ଘରେ ରଖିଥିବେ। ଘର ଝଡ଼ାଝଡ଼ି କଲା ବେଳେ ଖଟ ତଳୁ ସେ ବ୍ୟାଗ୍‌ଟିକୁ ପାଇଥିଲେ।

ସେ ଆହୁରି କହିଛନ୍ତି ଯେ ତାଙ୍କ ସ୍ୱାମୀ ରାଧେ ଚଣ୍ଡୀ ସଂପୂର୍ଣ୍ଣ ନିର୍ଦ୍ଦୋଷ। ଗୋବିନ୍ଦ ସାହୁ ସବୁ କରିଛି। ସେ ତାଙ୍କ ସ୍ୱାମୀଙ୍କୁ ଫସାଇ ଦେଇଛି। ତାଙ୍କ ସ୍ୱାମୀ ଗୋବିନ୍ଦ ସାହୁ ନିକଟରେ ମାତ୍ର ୩ ମାସ ହେଲା କାମ କରୁଥିଲା। ସେ ତାଙ୍କୁ ହଳିଆ ଭଳି ଘରେ କାମ କରାଉଥିଲା।

ଅନ୍ୟପକ୍ଷରେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଆଜି ଡେମୋ ଦେଖାଇଥିଲା। ଆଜି ଭୋରରେ ତାକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲା। ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ମମିତାଙ୍କୁ ସେ କେମିତି ପୋଡ଼ିଥିଲା ଓ କେମିତି ପୋତିଥିଲା- ସବୁ କରି ଦେଖାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତୀନ କୁଶଲକର ସେଠାରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story