ଶୁଣିଲାନି ପୁଲିସ, ଜୀବନ ହାରିଲେ ପୀଡ଼ିତା!

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅସଦାଚରଣର ଶିକାର ନାବାଳିକାଙ୍କ ଅଭିଯୋଗ ଶୁଣିଲାନି ପୁଲିସ୍‌। ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ଯେଉଁଥିପାଇଁ ନାବାଳିକା ପୀଡ଼ିତା ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏମିତି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଅଭିଯୋଗରୁ ପ୍ରକାଶ, ଗତ ୬ ତାରିଖରେ ଭାପୁର ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଜଣେ ଯୁବକ ଅସଦାଚରଣ କରିଥିଲେ। ବାପା-ମାଆଙ୍କ ଅନୁପସ୍ଥିତିରେ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ରାସ୍ତାରେ ଚଲାଇ ଦେଉନଥିଲା। […]

rape victim

rape victim

Manoranjan Sial
  • Published: Thursday, 30 July 2020
  • Updated: 30 July 2020, 07:24 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅସଦାଚରଣର ଶିକାର ନାବାଳିକାଙ୍କ ଅଭିଯୋଗ ଶୁଣିଲାନି ପୁଲିସ୍‌। ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ଯେଉଁଥିପାଇଁ ନାବାଳିକା ପୀଡ଼ିତା ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏମିତି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।

ଅଭିଯୋଗରୁ ପ୍ରକାଶ, ଗତ ୬ ତାରିଖରେ ଭାପୁର ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଜଣେ ଯୁବକ ଅସଦାଚରଣ କରିଥିଲେ। ବାପା-ମାଆଙ୍କ ଅନୁପସ୍ଥିତିରେ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ରାସ୍ତାରେ ଚଲାଇ ଦେଉନଥିଲା। ନାନା ହଇରାଣ କରୁଥିଲା। ଏନେଇ ପୀଡ଼ିତାଙ୍କ ପରିବାର ଲୋକ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହା ପରେ ଅଭିଯୁକ୍ତ ବାରମ୍ବାର ପୀଡ଼ିତାଙ୍କୁ ନାନା ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ଭାଙ୍ଗି ପଡ଼ିଥିଲେ ପୀଡ଼ିତା ଓ ତାଙ୍କ ପରିବାର। ଶେଷରେ ଆଜି ନାବାଳିକା ପୀଡ଼ିତା ବିଷ ପିଇ ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍ସ କହିଛନ୍ତି-“ପୁଲିସ ପ୍ରତି ଉଠିଥିବା ଅଭିଯୋଗର ତଦନ୍ତ କରାଯିବ। ଅଭିଯୁକ୍ତକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story