‘ସଂକ୍ରମଣ ସ୍ପିଡରେ ସାମାନ୍ୟ ବ୍ରେକ୍‌, ରାଜ୍ୟରେ ଏବେ ଫ୍ଲାଟ ସ୍ଥିତିରେ କରୋନା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ରାଜ୍ୟରେ ଦୈନିକ କୋରନା ସଂକ୍ରମଣ ଗ୍ରାଫ ଯେଉଁ ସ୍ପିଡରେ ଉପରମୁହାଁ ହେଉଥିଲା, ଏବେ ସେଥିରେ ଲାଗିଛି ସାମାନ୍ୟ ବ୍ରେକ୍‌।  ପୂର୍ବ ଅପେକ୍ଷା ସଂକ୍ରମଣ ସ୍ପିଡ ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି । ପୂର୍ବରୁ ଦୈନିକ ସଂକ୍ରମଣ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ତେବେ ସମସ୍ତେ କୋଭିଡ ଗାଇଡ଼ଲାଇନକୁ […]

corona

corona

Niharika Rout
  • Published: Thursday, 13 May 2021
  • Updated: 13 May 2021, 04:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ରାଜ୍ୟରେ ଦୈନିକ କୋରନା ସଂକ୍ରମଣ ଗ୍ରାଫ ଯେଉଁ ସ୍ପିଡରେ ଉପରମୁହାଁ ହେଉଥିଲା, ଏବେ ସେଥିରେ ଲାଗିଛି ସାମାନ୍ୟ ବ୍ରେକ୍‌।  ପୂର୍ବ ଅପେକ୍ଷା ସଂକ୍ରମଣ ସ୍ପିଡ ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି ।

ପୂର୍ବରୁ ଦୈନିକ ସଂକ୍ରମଣ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ତେବେ ସମସ୍ତେ କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ଗାଁରେ ସଂକ୍ରମଣ ବଢୁଥିବା ନେଇ ସେ କହିଛନ୍ତି, ଗାଁ ଲୋକମାନେ ସହରକୁ ଯିବା ଆସିବା କରୁଛନ୍ତି । କୋଭିଡ ଗାଇଡ଼ଲାଇନ ନମାନି ଛୋଟ ଛୋଟ ମେଳା ମହୋତ୍ସବ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।  ଯଦି ୧୯ ତାରିଖ ଭିତରେ ସ୍ଥିତି ନିୟନ୍ତ୍ରଣକୁ ନ ଆସିଲା,    ତେବେ ସରକାର ଲକଡାଉନ ପାଇଁ  ପୁଣି ବାଧ୍ୟ ହେବେ ବୋଲି କହିଛନ୍ତି  ।

ସୂଚନାଯୋଗ୍ୟ,  ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯  ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story