ବିଜେଡିର ଲୋକସଭା ଆସନ ସଂଖ୍ୟା କମିବ: ପ୍ରଫୁଲ୍ଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏକଜିଟ୍ ପୋଲ ଆକଳନକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଜନାଦେଶ ରହିବ। ବିଜେଡିର ଲୋକସଭା ସଂଖ୍ୟା କିଛି ହ୍ରାସ ହେବ।  କିନ୍ତୁ ଆଗରେ ରହିବ। ତେବେ ନିର୍ଦ୍ଦିଷ୍ଟ ସଂଖ୍ୟା ନେଇ ପ୍ରଶ୍ନ ହେବାରୁ ଏହା କହିହେବନି ବୋଲି ପ୍ରଫୁଲ୍ଲ କହିଛନ୍ତି। ତେବେ ବିଜେଡି ତଳକୁ ବିଜେପି ରହିବ। ବିଧାନସଭାରେ ବିଜେଡି ଗତଥର ଭଳି ସ୍ଥିତି […]

prafulla-1

Tapas Behera
  • Published: Monday, 20 May 2019
  • , Updated: 20 May 2019, 12:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏକଜିଟ୍ ପୋଲ ଆକଳନକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଜନାଦେଶ ରହିବ। ବିଜେଡିର ଲୋକସଭା ସଂଖ୍ୟା କିଛି ହ୍ରାସ ହେବ।  କିନ୍ତୁ ଆଗରେ ରହିବ।

ତେବେ ନିର୍ଦ୍ଦିଷ୍ଟ ସଂଖ୍ୟା ନେଇ ପ୍ରଶ୍ନ ହେବାରୁ ଏହା କହିହେବନି ବୋଲି ପ୍ରଫୁଲ୍ଲ କହିଛନ୍ତି। ତେବେ ବିଜେଡି ତଳକୁ ବିଜେପି ରହିବ। ବିଧାନସଭାରେ ବିଜେଡି ଗତଥର ଭଳି ସ୍ଥିତି ବଜାୟ ରଖିବ। ଓଡ଼ିଶାବାସୀ ନବୀନଙ୍କ ସପକ୍ଷରେ ଅଛନ୍ତି ଓ ଭୋଟ୍ ଦେଇଛନ୍ତି। ସ୍ପ୍ଲିଟ୍ ଅଫ୍ ଭୋଟ୍ ଗ୍ରାମାଞ୍ଚଳରେ ସମ୍ଭବ ନୁହେଁ, ସହରାଞ୍ଚଳରେ ହୋଇ ଥାଇପାରେ ବୋଲି ପ୍ରଫୁଲ୍ଲ କହିଛନ୍ତି।

Related story