ଲେବର ରୁମ୍‌ ଆଗରେ ଭୋ’ ଭୋ’ କାନ୍ଦିଲେ ଗର୍ଭବତୀ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଅସହ୍ୟ ଯନ୍ତ୍ରଣା ପାଉଥିଲେ ଗର୍ଭବତୀ। ସେଥିପାଇଁ ଧାଇଁ ଯାଇଥିଲେ ମେଡ଼ିକାଲ୍‌କୁ। ହେଲେ ବିଭିନ୍ନ ବାହାନା ଦେଖାଇ ମେଡ଼ିକାଲ୍‌ କର୍ମଚାରୀମାନେ ତାଙ୍କୁ ଲେବର ରୁମ୍‌ ଭିତରକୁ ପଶାଇ ଦେଲେନାହିଁ। ଲେବର ରୁମ୍‌ ସମ୍ମୁଖରେ ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ଗର୍ଭବତୀ ଜଣକ ଭୋ’ ଭୋ’ ହୋଇ କାନ୍ଦିଥିଲେ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ଆସୁଛି ଏପରି ଅଭିଯୋଗ। ଦଶମନ୍ତପୁର ବ୍ଲକ୍‌ ପରଜା ବେଡାପଦର ପଞ୍ଚାୟତ ଢେପଗୁଡା […]

Koraput

Koraput

Manoranjan Sial
  • Published: Friday, 28 January 2022
  • Updated: 28 January 2022, 07:15 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଅସହ୍ୟ ଯନ୍ତ୍ରଣା ପାଉଥିଲେ ଗର୍ଭବତୀ। ସେଥିପାଇଁ ଧାଇଁ ଯାଇଥିଲେ ମେଡ଼ିକାଲ୍‌କୁ। ହେଲେ ବିଭିନ୍ନ ବାହାନା ଦେଖାଇ ମେଡ଼ିକାଲ୍‌ କର୍ମଚାରୀମାନେ ତାଙ୍କୁ ଲେବର ରୁମ୍‌ ଭିତରକୁ ପଶାଇ ଦେଲେନାହିଁ। ଲେବର ରୁମ୍‌ ସମ୍ମୁଖରେ ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ଗର୍ଭବତୀ ଜଣକ ଭୋ’ ଭୋ’ ହୋଇ କାନ୍ଦିଥିଲେ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ଆସୁଛି ଏପରି ଅଭିଯୋଗ।

ଦଶମନ୍ତପୁର ବ୍ଲକ୍‌ ପରଜା ବେଡାପଦର ପଞ୍ଚାୟତ ଢେପଗୁଡା ଗାଁର କବିତା ପାତ୍ର ଆଜି ପ୍ରସବ ବେଦନା ପାଇଥିଲେ। ପରିବାର ଲୋକେ ଓ ଆଶା ଦିଦି ତାଙ୍କୁ ସଙ୍ଗେ ସଙ୍ଗେ ଦଶମନ୍ତପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଆଜି ଦିନ ପ୍ରାୟ ୨ଟା ବେଳେ କବିତା ପାତ୍ର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଞ୍ଚିଥିଲେ। ମାତ୍ର ତାଙ୍କୁ ମାଆ ଓ ଶିଶୁ ଗୃହ ଭିତରକୁ ପ୍ରବେଶ କରିବାକୁ ଦେଲେନାହିଁ। ଡାକ୍ତର ନାହାନ୍ତି, ଲେବର ରୁମ୍‌ ସଫା ହୋଇନାହିଁ ବୋଲି କହିଥିଲେ କାର୍ଯ୍ୟରତ ନର୍ସମାନେ। ଯେଉଁଥିପାଇଁ ଗର୍ଭବତୀ ଜଣକ ମାଆ ଓ ଶିଶୁ ଗୃହ ସମ୍ମୁଖ କାନ୍ଥକୁ ଡେରି ହୋଇ ଭୋ’ ଭୋ’ କାନ୍ଦୁଥିବା ଦେଖିବାକୁ ମିଳିଥିଲା। କବିତା ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ମେଡ଼ିକାଲ୍‌ କର୍ମଚାରୀଙ୍କ କାନରେ ପଡ଼ିନଥିଲା। ସେପଟେ ପରିବାର ଲୋକ ଓ ସାଙ୍ଗରେ ଯାଇଥିବା ଆଶା କର୍ମୀ ମଧ୍ୟ ନିରୁପାୟ। ସେମାନେ ପୂରା ଅସହାୟ ହୋଇପଡ଼ିଥିଲେ।

ଲେବର ରୁମ୍‌ ସମ୍ମୁଖରେ ଗର୍ଭବତୀ କାନ୍ଦୁଥିବା ଖବର ମେଡ଼ିକାଲ୍‌ କ୍ୟାମ୍ପସରେ ଗୁଞ୍ଜରିତ ହୋଇଥିଲା। ଖବର ପାଇ ସେଠାରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି। ସ୍ଥିତି ବାହାରକୁ ଯାଉଥିବା ଦେଖି ମେଡିକାଲ୍‌ କର୍ମଚାରୀମାନେ କବିତାଙ୍କୁ ଲେବର ରୁମ୍‌ ଭିତରକୁ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story