ପ୍ରଶାସନିକ ସେବା କ୍ଷେତ୍ରରେ କଣ୍ଟାବାଞ୍ଜିର ନୂଆ ଅଧ୍ୟାୟ

ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ପଶ୍ଚିମ ଓଡ଼ିଶାର ଅନ୍ୟତମ ଛୋଟିଆ ବାଣିଜ୍ୟ ସହର ହେଉଛି କଣ୍ଟାବାଞ୍ଜି। ଯେଉଁଠି ରାତି ପାହିଲେ ଜୀବିକା ପାଇଁ ସଂଘର୍ଷ କରିବାକୁ ପଡ଼େ। ସେହି ଜୀବନ ଜୀବିକାର ସଂଘର୍ଷ ଭିତରେ ନୂଆ ସ୍ୱପ୍ନ ଦେଖିବାକୁ ହୁଏ। ଖାଲି ଦେଖିବା ନୁହେଁ, ସ୍ୱପ୍ନ ସାକାର ମଧ୍ୟ ହୁଏ। ଆଉ ସେହି ସ୍ୱପ୍ନଭୁକ୍‌ ମଣିଷଙ୍କ ଭିତରେ ସଫଳତାର ସ୍ୱାଦ ଚାଖିଥିବା ଏହି ସଫଳ ଯୁବକ ହେଲେ ନବଲ କୁମାର ଜୈନ। ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ […]

balangir.jpg1

balangir.jpg1

Manoranjan Sial
  • Published: Saturday, 08 August 2020
  • Updated: 08 August 2020, 07:39 PM IST

Sports

Latest News

ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ପଶ୍ଚିମ ଓଡ଼ିଶାର ଅନ୍ୟତମ ଛୋଟିଆ ବାଣିଜ୍ୟ ସହର ହେଉଛି କଣ୍ଟାବାଞ୍ଜି। ଯେଉଁଠି ରାତି ପାହିଲେ ଜୀବିକା ପାଇଁ ସଂଘର୍ଷ କରିବାକୁ ପଡ଼େ। ସେହି ଜୀବନ ଜୀବିକାର ସଂଘର୍ଷ ଭିତରେ ନୂଆ ସ୍ୱପ୍ନ ଦେଖିବାକୁ ହୁଏ। ଖାଲି ଦେଖିବା ନୁହେଁ, ସ୍ୱପ୍ନ ସାକାର ମଧ୍ୟ ହୁଏ। ଆଉ ସେହି ସ୍ୱପ୍ନଭୁକ୍‌ ମଣିଷଙ୍କ ଭିତରେ ସଫଳତାର ସ୍ୱାଦ ଚାଖିଥିବା ଏହି ସଫଳ ଯୁବକ ହେଲେ ନବଲ କୁମାର ଜୈନ। ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷାରେ ସେ ୧୨୫ ନମ୍ବର ରାଙ୍କ ଧାରୀ। ପ୍ରଥମେ ତାଙ୍କୁ ଲାଗୁଥିଲା, ଛୋଟ ଜାଗାରେ ରହି ଏତେ ବଡ଼ ସଫଳତା ପାଇବା ଅସମ୍ଭବ। କିନ୍ତୁ ଅନେକଙ୍କ ପ୍ରେରଣା ଓ ନିଜ ପରିଶ୍ରମ ଆଜି ତାଙ୍କୁ ସଫଳତାର ବାଟ କଢ଼ାଇ ନୂଆ ପାହାଚରେ ଛିଡ଼ା କରାଇଦେଇଛି।

କେବଳ ନବଲ ନୁହଁନ୍ତି, ଆଇଏଏସ୍‌ ଅରବିନ୍ଦ ଅଗ୍ରୱାଲଙ୍କଠୁ ଆରମ୍ଭ କରି ଇଣ୍ଡିଆନ ପୋଷ୍ଟାଲ୍‌ ସର୍ଭିସରେ ନିଯୁକ୍ତ ଗୌରବ ଜୈନଙ୍କ ଯାଏଁ। ଦୀର୍ଘ ୧୦ ବର୍ଷ ଭିତରେ ଏହି ସହରରୁ ପାଞ୍ଚ ପାଞ୍ଚ ଜଣ ସଫଳତା ଅର୍ଜନ କରିଥିବା ବେଳେ ଟ୍ରେଣ୍ଡ ସେଣ୍ଟର ହେଉଛନ୍ତି ଆଇଏଏସ୍‌ ଅରବିନ୍ଦ ଅଗ୍ରୱାଲ। ୨୦୦୭ ମସିହାରେ ସେ ୯ ନମ୍ବର ରାଙ୍କ ରଖି ଆଇଏଏସ୍ ଅଫିସର୍ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ସଫଳତାରୁ ପ୍ରେରଣା ପାଇଁ ୨୦୧୨ରେ ମନୀଷ ଅଗ୍ରୱାଲ, ୨୦୧୩ରେ ଜିଲ୍ଲାର ପ୍ରଥମ ମହିଳା ଭାବେ ସାରିକା ଜୈନ୍, ୨୦୧୯ରେ ଗୌରବ ଜୈନ ଆଉ ଏବେ ନବଲ କୁମାର ଜୈନ ସିଭିଲ୍‌ ସର୍ଭିସରେ କୃତିତ୍ୱ ଅର୍ଜନ କରି କଣ୍ଟାବାଞ୍ଜି ଭଳି ଛୋଟ ସହରକୁ ଗୌରବାନ୍ୱିତ କରିଛନ୍ତି।

ଗୋଟିଏ ପଟେ ଦାନା ପାଇଁ ସଂଘର୍ଷ, ଅନ୍ୟପଟେ ଯୁବପିଢ଼ିଙ୍କ ମଧ୍ୟରେ ଆକାଶକୁ ଛୁଇଁବାକୁ ସ୍ୱପ୍ନ। ଛୋଟ ସହରରେ ବଡ଼ ସ୍ୱପ୍ନ ସାକାର ହେବା ପରେ ସମସ୍ତଙ୍କ ମୁହଁରେ ଏବେ ପ୍ରଶଂସା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story