ଜଳିଗଲା କପଡ଼ା ଗୋଦାମ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରର ମୁଖ୍ୟ ମାର୍ଗରେ ଥିବା ଏକ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୫ରୁ୭ ଲକ୍ଷର ଟଙ୍କାର ସମ୍ପତ୍ତି ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ତେବେ କପଡ଼ା ଦୋକାନରେ ଅଗ୍ନି ନିରାପତ୍ତା ଲାଗି କୌଣସି ପ୍ରକାର ବ୍ୟବସ୍ଥା ନଥିଲା ବୋଲି ଫାୟାର ଅଫିସର କହିଛନ୍ତି।

mill99

Tapaswini Nayak
  • Published: Monday, 21 October 2019
  • , Updated: 21 October 2019, 08:33 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରର ମୁଖ୍ୟ ମାର୍ଗରେ ଥିବା ଏକ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୫ରୁ୭ ଲକ୍ଷର ଟଙ୍କାର ସମ୍ପତ୍ତି ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ତେବେ କପଡ଼ା ଦୋକାନରେ ଅଗ୍ନି ନିରାପତ୍ତା ଲାଗି କୌଣସି ପ୍ରକାର ବ୍ୟବସ୍ଥା ନଥିଲା ବୋଲି ଫାୟାର ଅଫିସର କହିଛନ୍ତି।

Related story