ବଜ୍ରପାତ ଯୋଗୁଁ ରେଳ ସିଗନାଲ ଅଚଳ

ଭୁବନେଶ୍ୱର: ବଜ୍ରପାତ ଯୋଗୁଁ ରେଳ ସିଗନାଲ୍‌ ଅଚଳ ହୋଇଯାଇଛି। ଫଳରେ ୫ ଘଣ୍ଟା ଧରି କଟକ ଓ ଭୁବନେଶ୍ୱର ମଧ୍ୟରେ ରେଳ ଚଳାଚଳ ବ୍ୟାହତ ହୋଇଛି। ରେଳ ଚଳାଚଳ ସ୍ୱାଭାବିକ ହେବାକୁ ୨ରୁ ୩ ଘଣ୍ଟା ସମୟ ଲାଗିବ ବୋଲି ପୂର୍ବତନ ରେଳ ବିଭାଗ ସୂଚନା ଦେଇଛି।

lighting

Rakesh Mallick
  • Published: Monday, 10 October 2016
  • , Updated: 10 October 2016, 08:39 PM IST

Related story