ଘର ନିର୍ମାଣ ଚାଲିଥିଲା, ହଠାତ୍‌ ଖସିପଡିଲେ ରାଜମିସ୍ତ୍ରୀ

ବିନିକା(ଦିଲୀପ ପଣ୍ଡା): ଘର ନିର୍ମାଣ ବେଳେ ଖସି ପଡି ଜୀବନ ହାରିଲେ ରାଜମିସ୍ତ୍ରୀ । ଏଭଳି ଦୁଃଖଦ ଘଟଣା ଘଟିଛି ସାଲେଭଟା ଫାଣ୍ଡି ଲୁହୂରାମୁଣ୍ଡା ଗାଁରେ I ମୃତ ବ୍ୟକ୍ତି ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗାଁର ସୁରେନ୍ଦ୍ର ନାଏକ (୪୮ ) I ସୁରେନ୍ଦ୍ର  ଘର ନିର୍ମାଣ କରୁଥିବା ସମୟରେ ବାଉଁଶ ତିଆରି ଭାଡ଼ିରୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ  ତାଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

Death

Death

Niharika Rout
  • Published: Thursday, 22 October 2020
  • Updated: 22 October 2020, 11:08 AM IST

ବିନିକା(ଦିଲୀପ ପଣ୍ଡା): ଘର ନିର୍ମାଣ ବେଳେ ଖସି ପଡି ଜୀବନ ହାରିଲେ ରାଜମିସ୍ତ୍ରୀ । ଏଭଳି ଦୁଃଖଦ ଘଟଣା ଘଟିଛି ସାଲେଭଟା ଫାଣ୍ଡି ଲୁହୂରାମୁଣ୍ଡା ଗାଁରେ I ମୃତ ବ୍ୟକ୍ତି ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗାଁର ସୁରେନ୍ଦ୍ର ନାଏକ (୪୮ ) I

ସୁରେନ୍ଦ୍ର  ଘର ନିର୍ମାଣ କରୁଥିବା ସମୟରେ ବାଉଁଶ ତିଆରି ଭାଡ଼ିରୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ  ତାଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ I  ଡୁଙ୍ଗୁରିପାଲି ପୁଲିସ୍‌ ଶବକୁ ଜବତ କରି ତଦନ୍ତ ଜାରି ରଖିଛି I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story