ଜେଲ୍‌ରୁ ବାହାରିଲେ ରାଜା ଆଚାର୍ଯ୍ୟ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲ୍&zwnj;ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। &nbsp;୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲ୍&zwnj;ରେ ଥିଲେ ରାଜା।&nbsp; ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।&nbsp; ୫୦ହଜାର ଟଙ୍କା ଏବଂ ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଥିଲା।&nbsp; ତା&rsquo;ସହ ପ୍ରତି ସପ୍ତାହରେ ଲିଙ୍ଗରାଜ ମନ୍ଦିର ଥାନାରେ ହାଜିରା ଦେବାକୁ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ଆଉ ସଂପୃକ୍ତ ନହୁଅନ୍ତି, ସେନେଇ ଜାମିନରେ ସର୍ତ୍ତ ରଖିଛନ୍ତି କୋର୍ଟ। ଏହାପୂର୍ବରୁ ବିରଞ୍ଚି ହତ୍ୟା ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ ରାଜା।</p> <p>୨୦୦୮ ଏପ୍ରିଲ ୧୩ ତାରିଖରେ ଜୁଡୋ କୋଚ୍ ବିରଞ୍ଚି ଦାସଙ୍କୁ ଜୁଡୋ ହଲ ଭିତରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ରାଜା ଗୋଆର ପାନାଜୀ କୋର୍ଟରେ ସରେଣ୍ଡର କରିଥିଲା।</p>

Ordigital Desk
  • Published: Wednesday, 25 April 2018
  • Updated: 25 April 2018, 08:47 AM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲ୍&zwnj;ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। &nbsp;୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲ୍&zwnj;ରେ ଥିଲେ ରାଜା।&nbsp; ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।&nbsp; ୫୦ହଜାର ଟଙ୍କା ଏବଂ ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଥିଲା।&nbsp; ତା&rsquo;ସହ ପ୍ରତି ସପ୍ତାହରେ ଲିଙ୍ଗରାଜ ମନ୍ଦିର ଥାନାରେ ହାଜିରା ଦେବାକୁ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ଆଉ ସଂପୃକ୍ତ ନହୁଅନ୍ତି, ସେନେଇ ଜାମିନରେ ସର୍ତ୍ତ ରଖିଛନ୍ତି କୋର୍ଟ। ଏହାପୂର୍ବରୁ ବିରଞ୍ଚି ହତ୍ୟା ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ ରାଜା।</p><p>୨୦୦୮ ଏପ୍ରିଲ ୧୩ ତାରିଖରେ ଜୁଡୋ କୋଚ୍ ବିରଞ୍ଚି ଦାସଙ୍କୁ ଜୁଡୋ ହଲ ଭିତରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ରାଜା ଗୋଆର ପାନାଜୀ କୋର୍ଟରେ ସରେଣ୍ଡର କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos