ରାଉରକେଲାରେ ଏକ୍ସଆଇଏମର ଦ୍ୱିତୀୟ କ୍ୟାମ୍ପସ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ଅନୁମୋଦନ

ଭୁବନେଶ୍ୱର: ରାଉରକେଲାରେ ଜାଭିୟର୍ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ଦ୍ୱିତୀୟ କ୍ୟାମ୍ପସ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଏବଂ ସେଲ୍ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ରାଉରକେଲା ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରେ ୨୫୦ରୁ ୩୦୦ ଛାତ୍ରଛାତ୍ରୀ ପଢିବାର ବ୍ୟବସ୍ଥା କରାଯିବ। ଓଡିଶାର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏଥିରେ ସ୍ଥାନ ସଂରକ୍ଷଣ ରହିବ। ସୂଚନାଯୋଗ୍ୟ, ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ପ୍ରଥମ କ୍ୟାମ୍ପସ୍ ଭୁବନେଶ୍ୱରରେ ଅଛି।

bhu

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 05:54 AM IST

ଭୁବନେଶ୍ୱର: ରାଉରକେଲାରେ ଜାଭିୟର୍ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ଦ୍ୱିତୀୟ କ୍ୟାମ୍ପସ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଏବଂ ସେଲ୍ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ରାଉରକେଲା ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରେ ୨୫୦ରୁ ୩୦୦ ଛାତ୍ରଛାତ୍ରୀ ପଢିବାର ବ୍ୟବସ୍ଥା କରାଯିବ। ଓଡିଶାର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏଥିରେ ସ୍ଥାନ ସଂରକ୍ଷଣ ରହିବ।

ସୂଚନାଯୋଗ୍ୟ, ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ପ୍ରଥମ କ୍ୟାମ୍ପସ୍ ଭୁବନେଶ୍ୱରରେ ଅଛି।

Related story