ରକ୍ତଦାନ ଶିବିର ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡି କାର୍ଯ୍ୟାଳରେ ଅନୁଷ୍ଠିତ ହୋଇଥିବା ରକ୍ତ ଦାନ ଶିବିର ବୁଲି ଦେଖିଥିଲେ।ଏହି ରକ୍ତ ଦାନ ଶିବିରରେ  ରାଜଧାନୀର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ଏହି ଶିବିରରୁ ୪୦୦ ୟୁନିଟ୍‌ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର ଜିଲ୍ଲା ତରଫରୁ ଏହି ଶିବିର ଆୟୋଜନ କରାଯାଇଛି।

cm

Rakesh Mallick
  • Published: Saturday, 28 January 2017
  • , Updated: 28 January 2017, 02:53 PM IST

Related story