ବିଦେଶୀ ମିଡିଆରେ ଶ୍ରୀମନ୍ଦିର ଚର୍ଚ୍ଚା, ନ୍ୟୁୟର୍କ ଟାଇମ୍ସରେ ରତ୍ନଭଣ୍ଡାର ଚାବି ହଜିବା ଖବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ଆଞ୍ଚଳିକ କି ଜାତୀୟ ଗଣମାଧ୍ୟମ ନୁହେଁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଖବର ପ୍ରକାଶିତ ହେଲାଣି। ଆମେରିକାର ପ୍ରସିଦ୍ଧ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ରଚ୍ନଭଣ୍ଡାର ଚାବି ହଜିବା ଖବର ଛାପିବା ପରେ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ପୂରା ଘଟଣାକୁ ନ୍ୟୁୟର୍କ ଟାଇମ୍ଦ ବିସ୍ତୃତ ଭାବେ ଛାପିବା ସହ ଭାରତୀୟ ମନ୍ଦିରଗୁଡିକରେ ଅମାପ ସମ୍ପତ୍ତି ଥିଲେ ମଧ୍ୟ ଏଗୁଡିକର ପରିଚାଳନା ବ୍ୟବସ୍ଥା ଅତି ଦୁର୍ବଳ ବୋଲି କହିଛି । […]

rtha

rtha

Rakesh Mallick
  • Published: Sunday, 15 July 2018
  • Updated: 16 July 2018, 08:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ଆଞ୍ଚଳିକ କି ଜାତୀୟ ଗଣମାଧ୍ୟମ ନୁହେଁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଖବର ପ୍ରକାଶିତ ହେଲାଣି। ଆମେରିକାର ପ୍ରସିଦ୍ଧ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ରଚ୍ନଭଣ୍ଡାର ଚାବି ହଜିବା ଖବର ଛାପିବା ପରେ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ପୂରା ଘଟଣାକୁ ନ୍ୟୁୟର୍କ ଟାଇମ୍ଦ ବିସ୍ତୃତ ଭାବେ ଛାପିବା ସହ ଭାରତୀୟ ମନ୍ଦିରଗୁଡିକରେ ଅମାପ ସମ୍ପତ୍ତି ଥିଲେ ମଧ୍ୟ ଏଗୁଡିକର ପରିଚାଳନା ବ୍ୟବସ୍ଥା ଅତି ଦୁର୍ବଳ ବୋଲି କହିଛି । ସେପଟେ ଦାନ ମାଝୀ ଘଟଣା ଭଳି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ମଧ୍ୟ ଅନ୍ତର୍ଜାତୀୟ ମିଡିଆରେ ଆସିବା ପରେ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଥିବା ଚର୍ଚ୍ଚା ହେଉଛି। ବିସ୍ତୃତ ଭାବେ ଛପିଥିବା ଏହି ଖବରରେ ଗଜପତି ମହାରାଜ, ଶ୍ରୀମନ୍ଦିର ପରିଚାଳନା କମିଟି, ବୁଦ୍ଧିଜୀବୀଙ୍କଠୁ ଆରମ୍ଭ କରି ସାଧାରଣ ଭକ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମତାମତକୁ ସ୍ଥାନିତ କରାଯାଇଛି। ମନ୍ଦିରର ଗୁପ୍ତ ଭଣ୍ଡାରରେ ଥିବା ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଧନରତ୍ନ, ଚାବି ହଜିବାକୁ ନେଇ  ବିବାଦ, ଆରୋପ ପ୍ରତ୍ୟାରୋପ, ତଦନ୍ତ କମିଶନ ଗଠନ, ହାଇକୋର୍ଟରେ ରୁଜୁ ମାମଲା ଓ ଭକ୍ତଙ୍କ ଭାବାବେଗ ସବୁ ବିଷୟ ରିପୋର୍ଟରେ ଉଲ୍ଲେଖ ରହିଛି।

ସେପଟେ ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରକାଶ ପାଇବା ପରେ କିଛିଦିନ ପାଇଁ ଥଣ୍ଡା ପଡିଯାଇଥିବା ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି । ସିବିଆଇ ଦ୍ୱାରା ଚାବି ହଜିବା ଘଟଣାର ତଦନ୍ତ କରାଇବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ପଧାନୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story