ରାୟଗଡା: ଗୁଣିଗାରେଡି ସନ୍ଦେହରେ ୭୦ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା, ୨ ଅଟକ

ରାୟଗଡା: ରାୟଗଡ଼ା ଜିଲ୍ଲାରେ ପୁଣି ଗୁଣିଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ ହୋଇଛି। କଲ୍ୟାଣସିଂହପୁର ଅନ୍ତର୍ଗତ ମାଝିଗୁଡ଼ା ଥାନା ନିମଝୋଲା ଗାଁରେ ଜଣେ ୭୦ବର୍ଷର ବୃଦ୍ଧ କୁରୁମା କଣ୍ଡାଗେରୀଙ୍କୁ ଗୁଣି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୁରୁମାଙ୍କୁ ପ୍ରଥମେ ଏକ ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ଗାଁଲୋକେ ମାଡ ମାରିଥିଲେ। ତାଙ୍କ ସଂପର୍କୀୟମାନେ ଏହାର ପ୍ରତିବାଦ କରିଥିବାରୁ ସେମାନଙ୍କୁ ମଧ୍ୟ ଗାଁ ଲୋକେ ମାଡ଼ ମାରିଥିଲେ । ଏହାପରେ ଗାଁରେ ବୈଠକ ଡାକି କୁରୁମାଙ୍କ ପରିବାର ଲୋକଙ୍କୁ ଏସମ୍ପର୍କରେ […]

death

death

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 07:53 AM IST

Sports

Latest News

ରାୟଗଡା: ରାୟଗଡ଼ା ଜିଲ୍ଲାରେ ପୁଣି ଗୁଣିଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ ହୋଇଛି। କଲ୍ୟାଣସିଂହପୁର ଅନ୍ତର୍ଗତ ମାଝିଗୁଡ଼ା ଥାନା ନିମଝୋଲା ଗାଁରେ ଜଣେ ୭୦ବର୍ଷର ବୃଦ୍ଧ କୁରୁମା କଣ୍ଡାଗେରୀଙ୍କୁ ଗୁଣି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୁରୁମାଙ୍କୁ ପ୍ରଥମେ ଏକ ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ଗାଁଲୋକେ ମାଡ ମାରିଥିଲେ। ତାଙ୍କ ସଂପର୍କୀୟମାନେ ଏହାର ପ୍ରତିବାଦ କରିଥିବାରୁ ସେମାନଙ୍କୁ ମଧ୍ୟ ଗାଁ ଲୋକେ ମାଡ଼ ମାରିଥିଲେ ।

ଏହାପରେ ଗାଁରେ ବୈଠକ ଡାକି କୁରୁମାଙ୍କ ପରିବାର ଲୋକଙ୍କୁ ଏସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଧମକ ଦେବା ସହ ମୃତ କୁରୁମାଙ୍କ ଶରୀରକୁ ଗାଁ ଲୋକେ ପୋଡି ଦେଇଥିଲେ।

ଖବର ପାଇ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story