ବରିଷ୍ଠ ପୁଲିସସ୍ତରରେ ବଦଳି: ପୁଣି ବଦଳିଲେ ମାଲକାନଗିରି ଏସ୍‌ପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମାଲକାନଗିରି ଏସପି ୨୦୧୭ ବ୍ୟାଚ୍ ଆଇପିଏସ୍ ପ୍ରହଲ୍ଲାଦ ଏସ୍‌. ମୀନାଙ୍କୁ ଏଆଇଜି(ହେଡକ୍ୱାର୍ଟର) ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ତାଳଚେର ଏସଡିପିଓ ୨୦୧୮ ବ୍ୟାଚ୍ ଆଇପିଏସ୍ ନୀତେଶ […]

IPS Prahlad Meena

IPS Prahlad Meena

Ordigital Desk
  • Published: Wednesday, 29 December 2021
  • Updated: 29 December 2021, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମାଲକାନଗିରି ଏସପି ୨୦୧୭ ବ୍ୟାଚ୍ ଆଇପିଏସ୍ ପ୍ରହଲ୍ଲାଦ ଏସ୍‌. ମୀନାଙ୍କୁ ଏଆଇଜି(ହେଡକ୍ୱାର୍ଟର) ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ତାଳଚେର ଏସଡିପିଓ ୨୦୧୮ ବ୍ୟାଚ୍ ଆଇପିଏସ୍ ନୀତେଶ ୱାଧୱାନିଙ୍କୁ ମାଲକାନଗିରି ଏସପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେସିଙ୍ଗା ଏସଡିପିଓ ୨୦୧୮ ବ୍ୟାଚ୍ ଆଇପିଏସ୍ ଏସ ସୁଶ୍ରୀଙ୍କୁ ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ବଦଳି କରାଯାଇଛି ।

ଭୁବନେଶ୍ୱର ଟ୍ରାଫିକ ଡିସିପି ଓପିଏସ୍ ମାୟାଧର ସେଠୀଙ୍କୁ ଡିସିପି, କ୍ରାଇମ ଭାବେ ବଦଳି ହୋଇଛି । ସେହିପରି ୨୦୧୮ ବ୍ୟାଚ୍ ଆଇପିଏସ୍ ତଥା ମାଲକାନଗିରି ଏସଡିପିଓ ଜି. ଅବିଳାଶଙ୍କୁ ଏସଟିଏଫରେ ନାର୍କୋଟିକ୍ସ ଏସପି ଭାବେ ବଦଳି କରାଯାଇଛି । ସେଠାରେ ଥିବା ଓପିଏସ୍ ମାଧୁରୀ ସାମଲଙ୍କୁ କ୍ରାଇମବ୍ରାଂଚ ଏସପି ଭାବେ ଅବସ୍ଥାପିତ କରାଯାଇଛି ।

ତେବେ ମାଲକାନଗିରି ଏସପି ଶ୍ରୀ ମୀନାଙ୍କୁ ଗତ ବର୍ଷକ ମଧ୍ୟରେ ୩ଥର ବଦଳି କରାଯିବାକୁ ନେଇ ପୁଲିସ ପ୍ରଶାସନରେ ଚର୍ଚ୍ଚା ଜୋର ଧରିଛି । ମାଲକାନଗିରିରେ ଏସଡିପିଓ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମୀନାଙ୍କୁ ୨୦୨୦ ଡିସେମ୍ବର ଶେଷ ସପ୍ତାହରେ ଏସପି ଭାବେ ପଦୋନ୍ନତି ଦିଆଯାଇ ନବରଙ୍ଗପୁରର ଏସପି କରାଯାଇଥିଲା । କିନ୍ତୁ ୬ମାସ ନପୁରୁଣୁ ୨୦୨୧ ଜୁଲାଇ ମାସରେ ତାଙ୍କୁ ପୁଣିଥରେ ମାଲକାନଗିରି ଏସପି ଭାବେ ବଦଳି କରାଗଲା। ତେବେ ମାଲକାନଗିରିରେ ସାମ୍ବାଦିକମାନଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତାଙ୍କୁ ମହଙ୍ଗା ପଡ଼ିଛି । ଏହି ଯୁବ ଆଇପିଏସଙ୍କୁ ଆଜି ପୁଲିସ ହେଡକ୍ୱାର୍ଟରରେ ଆଇଜି ଭାବେ ଅବସ୍ଥାପିତ କରାଯାଇ କେବଳ କ୍ଲରିକାଲ ଜବ୍ କରିବା ନିମନ୍ତେ ଅଘୋଷିତ ଦଣ୍ଡ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story