୮୨ଟି ବିଦ୍ୟାଳୟରେ ରେଜଲଟ୍ ଶୂନ

କଟକ(ଓଡ଼ିଶା ରିପୋର୍ଟର)ସବୁ ଉତ୍କଣ୍ଠାର ଅବସାନ ଘଟିଛି । ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ରହିଛି ୭୦.୭୮%।  ଗ୍ରେଡ  A1ରେ ୧୧୮୧, A2ରେ ୯୯୩୮ ଓ  B1ରେ୨୪୯୯୧  ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଗ୍ରେଡ  B2ରେ ୪୬,୩୧୯, Cରେ ୭୬,୧୩୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଗତ ବର୍ଷ ତୁଳନାରେ ଏଥର ପାସ୍ ହାର ପାଖାପାଖି ୬ ପ୍ରତିଶତ ହ୍ରାସ ପାଇଛି । ତେବେ ଚଳିତ ମାଟ୍ରିକ ପରୀକ୍ଷାରେ ୮୨ଟି ବିଦ୍ୟାଳୟରେ […]

kip

Tapas Behera
  • Published: Tuesday, 21 May 2019
  • , Updated: 21 May 2019, 10:39 AM IST

କଟକ(ଓଡ଼ିଶା ରିପୋର୍ଟର)ସବୁ ଉତ୍କଣ୍ଠାର ଅବସାନ ଘଟିଛି । ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ରହିଛି ୭୦.୭୮%।  ଗ୍ରେଡ  A1ରେ ୧୧୮୧, A2ରେ ୯୯୩୮ ଓ  B1ରେ୨୪୯୯୧  ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେହିପରି ଗ୍ରେଡ  B2ରେ ୪୬,୩୧୯, Cରେ ୭୬,୧୩୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଗତ ବର୍ଷ ତୁଳନାରେ ଏଥର ପାସ୍ ହାର ପାଖାପାଖି ୬ ପ୍ରତିଶତ ହ୍ରାସ ପାଇଛି । ତେବେ ଚଳିତ ମାଟ୍ରିକ ପରୀକ୍ଷାରେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ଥିବା ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Related story