ଟ୍ରକ୍‌କୁ ପିଟିଲା ଟାଟାଏସି; ୨ ମୃତ

କୋଣାର୍କ: ପୁରୀ ଜିଲ୍ଲା ନିମାପଡା-ପିପିଲି ରାସ୍ତା ଭାଣପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏକ ଟ୍ରକକୁ ପଛପଟୁ ଟାଟାଏସି ପିଟିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ପିପିଲି ନୂଆ ଶାସନ ଗାଁର ତୋଫାନ ନନ୍ଦ ଓ ପିପଳି ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ପ୍ରୋସେସନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।  ଦୁର୍ଘଟଣା ପରେ ଟାଟାଏସି ଗାଡି  ଡ୍ରାଇଭର ଫେରାର ହୋଇଯାଇଛି।

road accident

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 07:58 AM IST

କୋଣାର୍କ: ପୁରୀ ଜିଲ୍ଲା ନିମାପଡା-ପିପିଲି ରାସ୍ତା ଭାଣପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏକ ଟ୍ରକକୁ ପଛପଟୁ ଟାଟାଏସି ପିଟିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ପିପିଲି ନୂଆ ଶାସନ ଗାଁର ତୋଫାନ ନନ୍ଦ ଓ ପିପଳି ପ୍ରଧାନ।

ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ପ୍ରୋସେସନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।  ଦୁର୍ଘଟଣା ପରେ ଟାଟାଏସି ଗାଡି  ଡ୍ରାଇଭର ଫେରାର ହୋଇଯାଇଛି।

Related story