ସାଇନା ବାନୁ ହେଲେ ସୋନମ ଆର୍ଯ୍ୟ; କୋରାନ ବଦଳରେ ପଢ଼ୁଛନ୍ତି ଗୀତା ଭାଗବତ!

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦିନେ କୋରାନ୍‌ ପଢ଼ୁଥିଲେ। ଆଲ୍ଲାଙ୍କୁ ଡାକୁଥିଲେ। ଆଜି କିନ୍ତୁ ତାଙ୍କର ବଦଳିଛି ପରିଚୟ। କୋରାନ ବଦଳରେ ଓଡ଼ିଶୀ ବେଶରେ ପଢ଼ୁଛନ୍ତି ଗୀତା, ଭାଗବତ! ମୁସଲମାନ ଧର୍ମ ତ୍ୟାଗ କରି ଗ୍ରହଣ କରିଛନ୍ତି ହିନ୍ଦୁ ଧର୍ମ। ଆଉ ସାଇରା ବାନୁ ପାଲଟି ଯାଇଛନ୍ତି ସୋନମ ଆର୍ଯ୍ୟ। ପୂରା ଘଟଣାଟି ଏମିତି। ବରଗଡ଼ ଜିଲ୍ଲା ପାଇକମାଲରେ ଏକ ଗାଁରେ ଜନ୍ମ ଗ୍ରହଣ କରିଥିଲେ ସାଇନା ବାନୁ। ପିଲା ବେଳୁ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। […]

Saina-Banu

Saina-Banu

Manoranjan Sial
  • Published: Thursday, 17 March 2022
  • Updated: 17 March 2022, 04:06 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦିନେ କୋରାନ୍‌ ପଢ଼ୁଥିଲେ। ଆଲ୍ଲାଙ୍କୁ ଡାକୁଥିଲେ। ଆଜି କିନ୍ତୁ ତାଙ୍କର ବଦଳିଛି ପରିଚୟ। କୋରାନ ବଦଳରେ ଓଡ଼ିଶୀ ବେଶରେ ପଢ଼ୁଛନ୍ତି ଗୀତା, ଭାଗବତ! ମୁସଲମାନ ଧର୍ମ ତ୍ୟାଗ କରି ଗ୍ରହଣ କରିଛନ୍ତି ହିନ୍ଦୁ ଧର୍ମ। ଆଉ ସାଇରା ବାନୁ ପାଲଟି ଯାଇଛନ୍ତି ସୋନମ ଆର୍ଯ୍ୟ।

ପୂରା ଘଟଣାଟି ଏମିତି। ବରଗଡ଼ ଜିଲ୍ଲା ପାଇକମାଲରେ ଏକ ଗାଁରେ ଜନ୍ମ ଗ୍ରହଣ କରିଥିଲେ ସାଇନା ବାନୁ। ପିଲା ବେଳୁ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। ଆଉ ବଡ଼ ହେଲା ପରେ ହିନ୍ଦୁ ଯୁବକଙ୍କୁ ବାହା ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ପାଠ ପଢ଼ୁଥିବା ବେଳେ ଜଣେ ହିନ୍ଦୁ ଧର୍ମର ଯୁବକଙ୍କ ପ୍ରେମରେ ପଡ଼ିଲେ। ହେଲେ ବାଧକ ସାଜିଲା ଧର୍ମ। କାରଣ ସାଇନା ହେଉଛନ୍ତି ମୁସଲମାନ୍‌। ତେଣୁ କେମିତି ହିନ୍ଦୁ ପରିବାରରେ ବୋହୂ ହେବେ?

Sainaସେଥିପାଇଁ ପରିବାର ଲୋକଙ୍କ ସହମତିରେ ସାଇନା ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ବଲାଙ୍ଗିର ଆର୍ଯ୍ୟ ସମାଜରେ ଆବେଦନ କରିଥିଲେ। ଆର୍ଯ୍ୟ ସମାଜ ଜିଲ୍ଲା ପ୍ରଶାସନଠାରୁ ଅନୁମତି ପାଇବା ପରେ ବୁଧବାର ହୋଇଥିଲା ଧର୍ମ ପରିବର୍ତ୍ତନ ପ୍ରକ୍ରିୟା। ଆର୍ଯ୍ୟ ଭବନରେ ରୀତିନୀତିରେ ହୋମଯଜ୍ଞ କରାଯାଇ ସାଇନା ବାନୁଙ୍କୁ ହିନ୍ଦୁ ଧର୍ମରେ ସାମିଲ କରାଯାଇଛି।

ଧର୍ମ ଗ୍ରହଣ କରିବା ପରେ ସାଇନା ବାନୁ ପାଲଟି ଯାଇଛନ୍ତି ସୋନମ ଆର୍ଯ୍ୟ। ଆର୍ଯ୍ୟା ସମାଜ ସହିତ ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ଧର୍ମ ପରିବର୍ତ୍ତନ ପ୍ରକ୍ରିୟା। ବିନା କୌଣସି ଚାପରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିବା କହିଛନ୍ତି ସୋନମ ଆର୍ଯ୍ୟ। ଧର୍ମ ପରିବର୍ତ୍ତନ ପରେ ସୋନମ ତାଙ୍କ ଘରକୁ ଚାଲି ଯାଇଥିବା ଜଣାପଡ଼ିଛି।

ସେପଟେ ମୁସଲିମ ଝିଅ ସନାତନ ହିନ୍ଦୁ ଧର୍ମ ଗ୍ରହଣ କରିବା ହିନ୍ଦୁ ସମାଜ ପାଇଁ ଖୁସିର କଥା ବୋଲି କହିଛନ୍ତି ଆର୍ଯ୍ୟ ସମାଜ ଓ ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା।

https://www.youtube.com/watch?v=N1cA1meK1es

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story