ଭିକ ମାଗିବେନି ଭିକାରୀ; ମିଳିବ ପ୍ରୋତ୍ସାହନ, କେଉଁଠି ମିଳିବ ଏହି ସୁବିଧା ପଢ଼ନ୍ତୁ ପୁରା ରିପୋର୍ଟ

ସମ୍ବଲପୁର: ସମ୍ବଲପୁର ସହରରେ ଭିକ୍ଷୁକଙ୍କୁ କରାଯିବ ଥଇଥାନ୍। ଏଣିକି ଭିକ୍ଷାବୃତ୍ତି ଛାଡି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବେ ଭିକ୍ଷୁକ। ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। କ୍ଷୁଦ୍ର ବ୍ୟବସାୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ରହିବା ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାଲିଛି ବୈଠକ। ବୈଠକରେ ଯୋଗଦେଇଛନ୍ତି ଭିକ୍ଷା ବୃତ୍ତି କରୁଥିବା କିଛି ଲୋକ। ଏମାନେ ସମସ୍ତେ କେଉଁ ମନ୍ଦିର, ନ ହେଲେ ରାସ୍ତାରେ ବୁଲି ଭିକ୍ଷା […]

bagger

bagger

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 07:39 PM IST

Sports

Latest News

ସମ୍ବଲପୁର: ସମ୍ବଲପୁର ସହରରେ ଭିକ୍ଷୁକଙ୍କୁ କରାଯିବ ଥଇଥାନ୍। ଏଣିକି ଭିକ୍ଷାବୃତ୍ତି ଛାଡି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବେ ଭିକ୍ଷୁକ। ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। କ୍ଷୁଦ୍ର ବ୍ୟବସାୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ରହିବା ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ।

ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାଲିଛି ବୈଠକ। ବୈଠକରେ ଯୋଗଦେଇଛନ୍ତି ଭିକ୍ଷା ବୃତ୍ତି କରୁଥିବା କିଛି ଲୋକ। ଏମାନେ ସମସ୍ତେ କେଉଁ ମନ୍ଦିର, ନ ହେଲେ ରାସ୍ତାରେ ବୁଲି ଭିକ୍ଷା କରନ୍ତି। ହେଲେ କାହିଁକି ଏମାନେ ଭିକ୍ଷାବୃତ୍ତି କରୁଛନ୍ତି, କଣ ରହିଛି ସମସ୍ୟା ଏନେଇ ବୁଝିବା ଲାଗି ଏମାନଙ୍କୁ ଏହି ବୈଠକକୁ ଡକାଯାଇଛି। ଜିଲ୍ଲାପାଳ ଓ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅଧିକାରୀ ବ୍ୟକ୍ତିଗତ ଭାବେ ସେମାନଙ୍କ ସମସ୍ୟା ଶୁଣିଛନ୍ତି। ଏଥିସହ ପ୍ରଶାସନ ଦ୍ୱାରା ଆର୍ଥିକ ସହାୟତା ଦିଆଯିବା ନେଇ ଶୁଣିବା ପରେ ଖୁସି ପ୍ରକଟ କରିଛନ୍ତି ଏମାନେ।

ଭିକ୍ଷାବୃତ୍ତିରୁ ନିବୃତ୍ତ ପାଇଁ ଜିଲ୍ଲାପ୍ରଶାସନ କେତେକ ବ୍ୟାଙ୍କକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିଛି। ସରକାରୀ ଯୋଜନା ଅନୁସାରେ, ଭିକ୍ଷୁକଙ୍କୁ ଆର୍ଥିକ ସହାୟତା ଋଣ ଆକାରରେ ଦିଆଯିବ। ସେମାନେ ଭିକ୍ଷାବୃତ୍ତି ଛାଡି ଛତୁ ଚାଷ, ଠୁଙ୍ଗା ବନାଇବା ଆଦି କାମ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story