ସମ୍ୱଲପୁର: ମହିଳା ମାଓବାଦୀ ଗିରଫ

ସମ୍ୱଲପୁର: ଆଜି ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ପୁରୁଣା ୱାରେଣ୍ଟ ବଳରେ ମହିଳା ମାଓବାଦୀ ଦୀପ୍ତି ନାଏକଙ୍କୁ ପେଣ୍ଠବାହାଲ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି। ଗତକାଲି ମଧ୍ୟ ପୋଲିସ୍‌ ଆଉ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରିଥିଲା।

woman-naxal

Rakesh Mallick
  • Published: Tuesday, 13 December 2016
  • , Updated: 14 December 2016, 07:14 AM IST

ସମ୍ୱଲପୁର: ଆଜି ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ପୁରୁଣା ୱାରେଣ୍ଟ ବଳରେ ମହିଳା ମାଓବାଦୀ ଦୀପ୍ତି ନାଏକଙ୍କୁ ପେଣ୍ଠବାହାଲ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି।

ଗତକାଲି ମଧ୍ୟ ପୋଲିସ୍‌ ଆଉ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରିଥିଲା।

Related story