'ଲୋକ ଆଣୁଛୁ, ମୁହଁ ଦେଖାଇପାରୁନୁ'

  • Published: Sunday, 02 July 2023
  • , Updated: 02 July 2023, 12:26 PM IST

‘ରତ୍ନଭଣ୍ଡାର’କୁ ନେଇ ପୁଣିଥରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ପିଟିସନ ଆବେଦନ କରିଛନ୍ତି। ସେହିପରି ଏକାମ୍ର ପ୍ରକଳ୍ପକୁ ନେଇ କ’ଣ ରହିଛି ବିଜେପିର ଆଭିମୁଖ୍ୟ ? କାହିଁକି ବିଜେପି 5-T ସଚିବଙ୍କ ଗସ୍ତକୁ ନେଇ ଶାଣିତ ଆକ୍ରମଣ କରୁଛନ୍ତି। ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି।

Related story