ସୁର୍ଦଶନଙ୍କ ବାଲୁକା କଳାରେ ଥ୍ରୀଡି ଇଫେକ୍ଟ

<p>ପୁରୀ( ଓଡ଼ିଶା ରିପୋର୍ଟର): ପୁଣି ବାଲିରେ ତାଙ୍କର ଯାଦୁ ଦେଖାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଥ୍ରୀଡି ଇଫେକ୍ଟ ମାଧ୍ୟମରେ ବେଳାଭୂମିରେ ନିଜର ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ଏଥିରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ପରିବେଶ ପ୍ରଦୂଷଣର କୁପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ସହ ପରିବେଶ ସୁରକ୍ଷା ପାଇଁ ଆଗଭର ହେବାକୁ ସେ ବାଲୁକା କଳା ମାଧ୍ୟମରେ ଜଣାଇଛନ୍ତି। ସୁଦର୍ଶନଙ୍କ ଏହି କଳାକୃତି ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼&nbsp; ଦେଖିବାକୁ ମିଳିଥିଲା।</p>

Ordigital Desk
  • Published: Saturday, 21 April 2018
  • Updated: 21 April 2018, 09:25 AM IST

Sports

Latest News

<p>ପୁରୀ( ଓଡ଼ିଶା ରିପୋର୍ଟର): ପୁଣି ବାଲିରେ ତାଙ୍କର ଯାଦୁ ଦେଖାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଥ୍ରୀଡି ଇଫେକ୍ଟ ମାଧ୍ୟମରେ ବେଳାଭୂମିରେ ନିଜର ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ଏଥିରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ପରିବେଶ ପ୍ରଦୂଷଣର କୁପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ସହ ପରିବେଶ ସୁରକ୍ଷା ପାଇଁ ଆଗଭର ହେବାକୁ ସେ ବାଲୁକା କଳା ମାଧ୍ୟମରେ ଜଣାଇଛନ୍ତି। ସୁଦର୍ଶନଙ୍କ ଏହି କଳାକୃତି ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼&nbsp; ଦେଖିବାକୁ ମିଳିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos