ସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ସାଉଦି ଆରବରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ପରମେଶ୍ୱର ସ୍ୱାଇଁ ନାମକ  ଜଣେ ଓଡ଼ିଆ ଶ୍ରମିକ ଏକ ପାକିସ୍ତାନୀ କମ୍ପାନୀରେ କାମ କରୁଥିବା ଟୁଇଟରରେ  ଉଲ୍ଲେଖ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଆକ୍ରମଣ କରିଥିବା  ଓ ଦରମା  ଦେଉ ନ ଥିବା ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ଲୋଡ଼ିଛନ୍ତି। ପରମେଶ୍ୱରଙ୍କ ଟୁଇଟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ସହାୟତା ପାଇଁ ନିବେଦନ କରି ବୈଦେଶକ ବ୍ୟାପାର […]

saodi...

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 02:19 PM IST

ଭୁବନେଶ୍ୱର: ସାଉଦି ଆରବରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ପରମେଶ୍ୱର ସ୍ୱାଇଁ ନାମକ  ଜଣେ ଓଡ଼ିଆ ଶ୍ରମିକ ଏକ ପାକିସ୍ତାନୀ କମ୍ପାନୀରେ କାମ କରୁଥିବା ଟୁଇଟରରେ  ଉଲ୍ଲେଖ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଆକ୍ରମଣ କରିଥିବା  ଓ ଦରମା  ଦେଉ ନ ଥିବା ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ଲୋଡ଼ିଛନ୍ତି। ପରମେଶ୍ୱରଙ୍କ ଟୁଇଟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ସହାୟତା ପାଇଁ ନିବେଦନ କରି ବୈଦେଶକ ବ୍ୟାପାର ମନ୍ତ୍ରୀ ଓ ବୈଦିକଶିକ ମନ୍ତ୍ରଣାଳୟଙ୍କୁ ଅନୁରୋଧ କରାଯାଇଛି। ଏନେଇ ଓଡ଼ିଶା ସରକାର ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରାଯାଇଛି।

Related story