ସାଧାରଣତନ୍ତ୍ର ଦିବସରେ ସରକାରୀ ସଫଳତାର ଭାଷଣବାଜି ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣତନ୍ତ୍ର ଦିବସ ପାଳନବେଳେ ସରକାରଙ୍କ ସଫଳତାକୁ ନେଇ ଭାଷଣବାଜି ଉପରେ ରାଜ୍ୟ ନିର୍ବାଚନ କମିଶନର କଟକଣା ଜାରି କରିଛନ୍ତି। ଏହାସହିତ ନିଜ ଜିଲ୍ଲାରେ କୌଣସି ନେତା ଓ ମନ୍ତ୍ରୀଙ୍କୁ ଅତିଥି ଭାବେ ଯୋଗ ଦେଇପାରିବେ ନାହିଁ। ଏପରିକି ସରକାରୀ ଯୋଜନା ପ୍ରଚାର ସମ୍ପର୍କିତ ପ୍ରଜ୍ଞାପନ ମେଢ଼କୁ ସାମିଲ ଉପରେ ମଧ୍ୟ କଟକଣା ଜାରି ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ଏକ ଗାଇଡଲାଇନ୍ ଜାରି କରିଛନ୍ତି। ପଂଚାୟତ […]

republic-day

republic-day

Ordigital Desk
  • Published: Tuesday, 18 January 2022
  • Updated: 18 January 2022, 09:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣତନ୍ତ୍ର ଦିବସ ପାଳନବେଳେ ସରକାରଙ୍କ ସଫଳତାକୁ ନେଇ ଭାଷଣବାଜି ଉପରେ ରାଜ୍ୟ ନିର୍ବାଚନ କମିଶନର କଟକଣା ଜାରି କରିଛନ୍ତି। ଏହାସହିତ ନିଜ ଜିଲ୍ଲାରେ କୌଣସି ନେତା ଓ ମନ୍ତ୍ରୀଙ୍କୁ ଅତିଥି ଭାବେ ଯୋଗ ଦେଇପାରିବେ ନାହିଁ। ଏପରିକି ସରକାରୀ ଯୋଜନା ପ୍ରଚାର ସମ୍ପର୍କିତ ପ୍ରଜ୍ଞାପନ ମେଢ଼କୁ ସାମିଲ ଉପରେ ମଧ୍ୟ କଟକଣା ଜାରି ହୋଇଛି।

ରାଜ୍ୟ ନିର୍ବାଚନ କମିଶନର ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ଏକ ଗାଇଡଲାଇନ୍ ଜାରି କରିଛନ୍ତି। ପଂଚାୟତ ନିର୍ବାଚନ ଯୋଗୁ ରାଜ୍ୟବ୍ୟାପୀ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ଏହି ଗାଇଡଲାଇନକୁ କଡ଼ାକଡ଼ି ପାଳନ ନିମନ୍ତେ ତାଗିଦ୍ କରିଛନ୍ତି। କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ମନ୍ତ୍ରୀ, ମୁଖ୍ୟ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଏହି ଗାଇଡଲାଇନ୍ ଅନୁସାରେ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି।

ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେଉଥିବା ନେତା ଓ ମନ୍ତ୍ରୀମାନେ ତାଙ୍କ ଭାଷଣକୁ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଓ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରଖିବେ। ଏଥିରେ କୌଣସି ପ୍ରକାରର ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ।

ଚଳିତ ସାଧାରଣତନ୍ତ୍ର ଦିବସରେ ସରକାର କିମ୍ବା ବିଭିନ୍ନ ବିଭାଗ ଦ୍ୱାରା ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ନିଷିଦ୍ଧ ଘୋଷଣା କରାଯାଇଛି। ଏପରିକି ସାଧାରଣତନ୍ତ୍ର ଦିବସ ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟ ରାଜନୀତିକ କର୍ମକର୍ତ୍ତମାନେ କୌଣସି ପ୍ରକାରର ସରକାରୀ ସଫଳତା ସମ୍ପର୍କିତ ଭାଷଣ ବି ଦେଇପାରିବେ ନାହିଁ । ଅବଶ୍ୟ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ପୂର୍ବବର୍ଷ ଭଳି ଯଥାରୀତି ଅନୁଷ୍ଠିତ ହୋଇପାରିବ ବୋଲି ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story