ରାଜଧାନୀରେ ହୋଇପାରେ ଦ୍ୱିତୀୟ ଏୟାରପୋର୍ଟ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପାଖରେ ଆଉ ଏକ ଏୟାରପୋର୍ଟ ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନକୁ ଦିନ ବିମାନ ସେବାର ଚାହିଦା ବଢୁଛି। ତେଣୁ ଭୁବନେଶ୍ୱର ପାଖରେ ଆଉ ଏକ ବିମାନ ବନ୍ଦର ପାଇଁ ସ୍ଥାନ ନିରୂପଣ ଓ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବାକୁ ଧର୍ମେନ୍ଦ୍ର ଚିଠିରେ ଅନୁରୋଧ କରିଛନ୍ତି।</p> <p>ଏହାସହ ଉଡ଼ାନ ଯୋଜନାରେ ଜୟପୁର ଓ ରାଉରକେଲାକୁ ସାମିଲ କରିବା, ଝାରସୁଗୁଡ଼ା ଏୟାରପୋର୍ଟର ରନ୍ ୱେ ସଂପ୍ରସାରଣ, ଅନୁଗୋଳରେ ଥିବା ବେସରକାରୀ ଏୟାରଷ୍ଟ୍ରିପକୁ ଉଡ଼ାନ-୨ରେ ସାମିଲ, ମୟୂରଭଂଜ ଜିଲ୍ଲାର ଅରମଡ଼ା ଏୟାରପୋର୍ଟର ପୁନଃରୁଦ୍ଧାର, ଭୁବନେଶ୍ୱର ପାଖରେ ଡାଉନ ଷ୍ଟ୍ରିମ ସହାୟକ ଶିଳ୍ପ ପୁଞ୍ଜ ସ୍ଥାପନ ଲାଗି ଧର୍ମେନ୍ଦ୍ର ଛଇଠିରେ ଉଲ୍ଲେଖ କରିଛନ୍ତି।</p>

Ordigital Desk
  • Published: Saturday, 12 May 2018
  • Updated: 12 May 2018, 07:09 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପାଖରେ ଆଉ ଏକ ଏୟାରପୋର୍ଟ ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନକୁ ଦିନ ବିମାନ ସେବାର ଚାହିଦା ବଢୁଛି। ତେଣୁ ଭୁବନେଶ୍ୱର ପାଖରେ ଆଉ ଏକ ବିମାନ ବନ୍ଦର ପାଇଁ ସ୍ଥାନ ନିରୂପଣ ଓ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବାକୁ ଧର୍ମେନ୍ଦ୍ର ଚିଠିରେ ଅନୁରୋଧ କରିଛନ୍ତି।</p><p>ଏହାସହ ଉଡ଼ାନ ଯୋଜନାରେ ଜୟପୁର ଓ ରାଉରକେଲାକୁ ସାମିଲ କରିବା, ଝାରସୁଗୁଡ଼ା ଏୟାରପୋର୍ଟର ରନ୍ ୱେ ସଂପ୍ରସାରଣ, ଅନୁଗୋଳରେ ଥିବା ବେସରକାରୀ ଏୟାରଷ୍ଟ୍ରିପକୁ ଉଡ଼ାନ-୨ରେ ସାମିଲ, ମୟୂରଭଂଜ ଜିଲ୍ଲାର ଅରମଡ଼ା ଏୟାରପୋର୍ଟର ପୁନଃରୁଦ୍ଧାର, ଭୁବନେଶ୍ୱର ପାଖରେ ଡାଉନ ଷ୍ଟ୍ରିମ ସହାୟକ ଶିଳ୍ପ ପୁଞ୍ଜ ସ୍ଥାପନ ଲାଗି ଧର୍ମେନ୍ଦ୍ର ଛଇଠିରେ ଉଲ୍ଲେଖ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos