ରହସ୍ୟ ଘନେଇଲା: ଅଧ୍ୟାପିକାଙ୍କ ପରେ ଇଂଜିନିୟରିଂ କଲେଜର ସୁରକ୍ଷାକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ

ରାଉରକେଲା: ରାଉରକେଲା ପଦ୍ମନାଭ ଇଂଜିନିୟରିଂ କଲେଜ ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  କଲେଜ ପରିସରରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ଜଣାପଡ଼ି ନାହିଁ। ପୋଲିସ ମୃତଦେହକୁ ଜବତ କରି ତନାଘନା ଜାରି ରଖିଛି। କିଛି ଦିନ ତଳେ ଏହି କଲେଜରେ ଜଣେ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଥିଲା।  ବନ୍ଦ ଘର ଭିତରୁ ଅଧ୍ୟାପିକାଙ୍କ ମୃତଦେହକୁ ଉଦ୍ଧାର […]

dead body

Rakesh Mallick
  • Published: Friday, 02 February 2018
  • , Updated: 02 February 2018, 12:59 PM IST

ରାଉରକେଲା: ରାଉରକେଲା ପଦ୍ମନାଭ ଇଂଜିନିୟରିଂ କଲେଜ ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  କଲେଜ ପରିସରରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ଜଣାପଡ଼ି ନାହିଁ। ପୋଲିସ ମୃତଦେହକୁ ଜବତ କରି ତନାଘନା ଜାରି ରଖିଛି।

କିଛି ଦିନ ତଳେ ଏହି କଲେଜରେ ଜଣେ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଥିଲା।  ବନ୍ଦ ଘର ଭିତରୁ ଅଧ୍ୟାପିକାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ ଆଜି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସୁରକ୍ଷା କର୍ମୀ ପ୍ରଥମେ ସଂପୃକ୍ତ ଅଧ୍ୟାପିକାଙ୍କ ମୃତଦେହକୁ ଦେଖିଥିଲେ।

Related story